or_tw/bible/names/japheth.md

1.5 KiB

ଜଫେତ

ତଥ୍ୟ:

ଜଫେତ ନୁହଙ୍କର ତିନି ପୁତ୍ର ମଧ୍ୟରୁ ଜଣେ ଅଟେ I

  • ସମସ୍ତ ପୃଥିବୀରେ ଜଳ ପ୍ରଳୟ ସମୟରେ ଯାହା ସମ୍ପୂର୍ଣ୍ଣ ପୃଥିବୀରେ ହୋଇଥିଲା, ଜଫେତ ଓ ତାର ଦୁଇ ଭାଇ ନିଜ ନିଜ ସ୍ତ୍ରୀ ସହିତ ନୁହର ଜାହାଜରେ ପ୍ରବେଶ କଲେ I
  • ନୁହର ପୁତ୍ରମାନେ “ଶେମ, ହାମ ଓ ଜଫେତ ରୂପରେ ଲେଖା ଯାଇ ଅଛନ୍ତି I

ଏହି ଥିରୁ ଜଣା ପଡ଼େ କି ଜଫେତ କନିଷ୍ଟଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ:ପାଣି ଜାହାଜ, ଜଳ ପ୍ରଳୟ, ହାମ, ନୁହ, ଶେମ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3315