or_tw/bible/names/japheth.md

27 lines
1.5 KiB
Markdown

# ଜଫେତ
## ତଥ୍ୟ:
ଜଫେତ ନୁହଙ୍କର ତିନି ପୁତ୍ର ମଧ୍ୟରୁ ଜଣେ ଅଟେ I
* ସମସ୍ତ ପୃଥିବୀରେ ଜଳ ପ୍ରଳୟ ସମୟରେ ଯାହା ସମ୍ପୂର୍ଣ୍ଣ ପୃଥିବୀରେ ହୋଇଥିଲା, ଜଫେତ ଓ ତାର ଦୁଇ ଭାଇ ନିଜ ନିଜ ସ୍ତ୍ରୀ ସହିତ ନୁହର ଜାହାଜରେ ପ୍ରବେଶ କଲେ I
* ନୁହର ପୁତ୍ରମାନେ “ଶେମ, ହାମ ଓ ଜଫେତ ରୂପରେ ଲେଖା ଯାଇ ଅଛନ୍ତି I
ଏହି ଥିରୁ ଜଣା ପଡ଼େ କି ଜଫେତ କନିଷ୍ଟଥିଲେ I
(ଅନୁବାଦ ପ୍ରସ୍ତାବ: [ନାମ କିପରି ଅନୁବାଦ କରାଯାଏ](rc://*/ta/man/translate/translate-names))
(ଆହୁରି ଦେଖନ୍ତୁ:[ପାଣି ଜାହାଜ](../kt/ark.md), [ଜଳ ପ୍ରଳୟ](../other/flood.md), [ହାମ](../names/ham.md), [ନୁହ](../names/noah.md), [ଶେମ](../names/shem.md))
## ବାଇବଲ ପଦପର୍ବ:
* [୧ ବଂଶାବଳି ୦୧:୧-୪](rc://*/tn/help/1ch/01/01)
* [ଆଦିପୁସ୍ତକ ୦୫:୩୨](rc://*/tn/help/gen/05/32)
* [ଆଦିପୁସ୍ତକ ୦୬:୯-୧୦](rc://*/tn/help/gen/06/09)
* [ଆଦିପୁସ୍ତକ ୦୭:୧୩-୧୪](rc://*/tn/help/gen/07/13)
* [ଆଦିପୁସ୍ତକ ୧୦:୧](rc://*/tn/help/gen/10/01)
## ବୋର୍ଡ ଡାଟା :
* Strong's: H3315