or_tw/bible/names/kedesh.md

1.7 KiB

କେଦେଶ

ତଥ୍ୟ:

କେଦେଶ ଏକ କିଣାନୀୟ ସହରଥିଲା, ଇସ୍ରାଏଲ ଲୋକମାନେ ଯେତେବେଳେ କିଣାନ ପ୍ରବେଶ କଲେ ସେମାନେ ତାହା ଜିତିଥିଲେ I

  • ଏହି ସହର ଇସ୍ରାଏଲ ର ଉତ୍ତର ଭାଗରେ ଅବସ୍ଥିତଥିଲା, ଏହିଭୁଇ ଭାଗ କୁ ନପ୍ତାଲି ଜାତି କୁ ଦିଆ ଯାଇଥିଲା I
  • କେଦେଶ ସେହି ସହର ମଧ୍ୟ ରୁ ବଛା ଯାଇଥିଲା ଯେଉଁଠାରେ ଲେବିୟ ଲୋକମାନେ ବାସ କରୁଥିଲେ କାରଣ ତାହାଙ୍କର ନିଜର କୌଣସି ଭୂମି ନଥିଲା I
  • ଏହାକୁ “ସରନାର୍ଥ ସହର” ରୂପରେ ଅଲଗା କରା ଯାଇଥିଲା I

(ଅନୁବାଦ ପ୍ରସ୍ତାବ: ନାମ ର ଅନୁବାଦ)

(ଆହୁରି ଦେଖନ୍ତୁ: କିଣାନ, ହେବରନ୍, ଲେବିୟ, ନପ୍ତାଲି, ଯାଜକ, ସରନାର୍ଥୀ, ଶିଖିମ, ଇସ୍ରାଏଲ ର ବାର ଜାତି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :