or_tw/bible/names/naphtali.md

2.1 KiB

ନପ୍ତାଲି

ଘଟଣାବଳି:

ଯାକୁବଙ୍କର ଷଷ୍ଠ ପୁତ୍ରଥିଲେ ନପ୍ତାଲି ତାଙ୍କର ସନ୍ତାନଗଣ ନପ୍ତାଲି ଜାତିରେ ପରିଚିତ ହେଲେ, ଯାହା ଇସ୍ରାଏଲର ବାର ଜାତି ମଧ୍ୟରୁ ଗୋଟିଏ

  • ବେଳେବେଳେ ଯେଉଁ ସ୍ଥାନରେ ନପ୍ତାଲି ଜାତି ବସତି କରୁଥିଲେ ସେହି ସ୍ଥାନ କୁ ନପ୍ତାଲି ନାମ ବ୍ୟବହାର ହୁଏ

(ଦେଖ: ତୁଳନାତ୍ମକ)

  • ନପ୍ତାଲି ସ୍ଥାନ ଇସ୍ରାଏଲର ଦକ୍ଷିଣ ଦିଗରେ ଅବସ୍ଥିତ, ଦାନ୍ ଓ ଆଶେର୍ ନିକଟବର୍ତ୍ତୀ. ଏହାର ପୂର୍ବ ସୀମାରେଥିଲା ପଶ୍ଚିମ କାନେରେତ ସମୁଦ୍ର ଉପକୁଲବର୍ତ୍ତୀ
  • ବାଇବଲ ପୁରାତନ ଓ ନୂତନ ନିୟମରେ ଏହି ଜାତି ବିଷୟରେ ବର୍ଣ୍ଣନା ଅଛି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ କେରିବେ କିପରି)

(ଦେଖ: ଆଶୀର୍, ଦାନ, ଯାକୁବ, ଗାଲିଲୀ ସମୁଦ୍ର, ଇସ୍ରାଏଲ ର ବାର ଜାତି)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5321, G3508