or_tw/bible/names/asher.md

1.8 KiB

ଆଶେର

ସତ୍ୟ ଘଟଣାବଳୀ:

ଆଶେର ଯାକୁବଙ୍କର ଅଷ୍ଟମ ପୁତ୍ର ଥିଲେ I ସେ ସିଳ୍ପାର ଦ୍ୱିତୀୟ ପୁତ୍ର ଥିଲେ I ତାଙ୍କର ବଂଶଧରମାନେ ଇସ୍ରାଏଲର ଗୋଟିଏ ଗୋଷ୍ଠୀ ହେଲେ I

  • ତାଙ୍କଠାରୁ ଆସିଥିବା ବଂଶକୁ  “ଆଶେରର ବଂଶ” କିମ୍ବା “ଆଶେର” ବୋଲି କୁହାଯାଏ I
  • ତାଙ୍କ ନାମ ଏକ ଏବ୍ରୀ ଶବ୍ଦ ସହ ସମାନ ଅଟେ, ଯାହାର ଅର୍ଥ “ଆଶୀଶିତ, ଖୁସି” ଅଟେ I
  • ଆଶେରର ବଂଶ କିଣାନର ଉତ୍ତର-ପଶ୍ଚିମ ଅଞ୍ଚଳରେ, ଭୂମଧ୍ୟସାଗରରେ ଅବସ୍ଥିତ ଅଟେ I ଯେତେବେଳେ ଏକ ଅଞ୍ଚଳର ନାମ ଭାବରେ ବ୍ୟବହୃତ ହୁଏ, “ଆଶେର” ଶବ୍ଦ ଆଶେର ବଂଶକୁ ଦିଆଯାଇଥିବା ଭୂମିକୁ ବୁଝାଏ I

ନାମଗୁଡ଼ିକର ଅନୁବାଦ କିପରି କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଇସ୍ରାଏଲର ବାରଗୋଷ୍ଠୀ, ଯାକୁବ, ସିଳ୍ପା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H836