or_tw/bible/names/shechem.md

1.9 KiB
Raw Permalink Blame History

ଶିଖିମ

ଘଟଣାବଳି:

ଯିରୁଶାଲମର ଦକ୍ଷିଣ ରୁ ୪୦ ମାଇଲ ଦୁରରେ କିଣାନ ଦେଶର ଶିଖିମ ସହର ଅବସ୍ଥିତ ପୁରାତନ ନିୟମରେ ଜଣେ ଲୋକଙ୍କର ନାମ ଶିଖିମଥିଲା

  • ଯାକୁବ ତାଙ୍କର ଭାଇ ଏଷୌ ସହିତ ମିଳାମିଶା ହେବା ପରେ ଯାକୁବ ଶିଖିମ୍ ସହରରେ ବସତି ସ୍ଥାପନ କରିଥିଲେ
  • ଅନନ୍ତରେ ଶିଖିମର ପିତା ହମୋରର ସନ୍ତାନମାନଙ୍କଠାରୁ ଭୂମିଖଣ୍ଡ କିଣିଲା

ପରବର୍ତ୍ତୀ ସମୟରେ ସେହି ଭୂମିଖଣ୍ଡ ତାହାର ପରିବାରର ସମାଧି ସ୍ଥାନ ହେଲା ଯେଉଁ ସ୍ଥାନରେ ତାଙ୍କର ସନ୍ତାନମାନେ ତାଙ୍କୁ ସମାଧି ଦେଲେ

  • ହମୋରର ପୁତ୍ର ଶିଖିମ ଯାକୁବ ଝିଅ ଦୀନା କୁ ଧର୍ଷଣ କଲା, ପରିଣାମ ସ୍ୱରୂପେ ଯାକୁବ ସନ୍ତାନ ଗଣ ଶିଖିମ ସହରରେ ବସତି କରିଥିବା ସବୁ ପୁରୁଷଙ୍କୁ ହତ୍ୟା କଲେ

(ଅନୁବାଦ ପ୍ରସ୍ଥାନ: ହମୋର)

(ଦେଖ: କିଣାନ, ଏଷୌ, ହମୋର, ହିତ୍ତିୟ, ଯାକୁବ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H7928, H7930