or_tw/bible/names/hamor.md

1.8 KiB
Raw Permalink Blame History

ହାମୋର

ତଥ୍ୟ:

ହାମୋର ଏକ କିଣାନୀୟ ବ୍ୟକ୍ତି ଯେ ସିଖିମରେ ରହୁଥିଲା ଯେତେବେଳେ ଯାକୁବ ଓ ତାର ପରିବାର ସୁକତ ନିକଟରେ ରହୁଥିଲେ ସେହି ସମୟରେ I ସେ ଜଣେ ହିବାତିୟଥିଲେ I

  • ଯାକୁବ ଏକ କବର ସ୍ଥାନ ହାମୋର ର ପୁତ୍ରଙ୍କଠାରୁ କିଣିଥିଲେ I
  • ଯେତେବେଳେ ସେମାନେ ସେହିଠାରେଥିଲେ, ହାମୋରର ପୁତ୍ର ଶିଖିମ ଜାକୁବର କନ୍ୟା ଦିନା କୁ ବଲାତ୍କାର କରିଥିଲା I
  • ଦିନା ର ଭାଇମାନେ ହାମୋର ର ପରିବାର ଉପରେ ବଦଳା ନେଲେ ଓ ଶିଖିମ ର ସମସ୍ତ ପୁରୁଷଙ୍କୁ ହତ୍ୟା କରିଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରଯାଏ)

(ଆହୁରି ଦେଖନ୍ତୁ: କିଣାନ, ହିବାତିୟ, ଯାକୁବ, ଶିଖିମ, ସୁକତ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2544