or_tw/bible/names/succoth.md

2.0 KiB

ସୁକ୍ କୋତ

ସଂଜ୍ଞା:

ସୁକ୍ କୋତ ହେଉଛି ଦୁଇଟି ନୀୟମ ର ସହର ଗୁଡିକ

ବାକ୍ୟ “ସୁକ୍ କୋତ “(କିମ୍ୱା “ସୁକ୍ କୋତ”) ଅର୍ଥ “ସୁରକ୍ଷା”

  • ପ୍ରଥମ ସହର ହେଉଛି ସୁକ୍ କୋତ ଜର୍ଦ୍ଦନ ନଦୀର ପୂର୍ବ ଦିଗରେ ଅବସ୍ଥିତ
  • ଯାକୁବ ସୁକ୍ କୋତରେ ତାଙ୍କର ପରିବାର ଏବଂ ମେଷପଲ ସହିତ ବାସ କଲେ, ସେଠାରେ ସେମାନଙ୍କର ବାସସ୍ଥାନ ତିଆରି କଲେ
  • ଶହ ଶହ ବର୍ଷ ପରେ, ଗିଦିୟନ ଏବଂ ତାଙ୍କର କ୍ଷେତ ହୋଇଥିବା ଲୋକମାନେ ସୁକ୍ କୋତରେ ଅଟକିଲେ ଯେପରି ସେମାନେ ମିଡିୟନମାନଙ୍କୁ ତଡି ପାରିବେ, କିନ୍ତୁ ସେଠାରେ ଥିବା ଲୋକମାନେ ସେମାନଙ୍କୁ କିଛି ଖାଦ୍ୟ ଦେବା ପାଇଁ ମନା କଲେ
  • ଦ୍ୱିତୀୟ ସୁକ୍ କୋତ ହେଉଛି ମିସର ସୀମାରେ ଦକ୍ଷିଣ ଦିଗକୁ ଅବସ୍ଥିତ ଏବଂ ଇସ୍ରାଏଲ ସନ୍ତାନଗଣ ସୁଫ ସାଗର ପାର ହେବା ପରେ ଗୋଟିଏ ସ୍ଥାନରେ ରହିଥିଲେ ଯେପରି ସେମାନେ ମିସରିୟ ଲୋକମାନଙ୍କର ଦାସତ୍ୱ ବନ୍ଧନରୁ ମୁକ୍ତି ପାଇ ପାରିବେ

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5523, H5524