or_tw/bible/names/job.md

2.6 KiB
Raw Permalink Blame History

ଆୟୁବ

ଘଟଣାବଳୀ:

ଆୟୁବ ଏକ ବ୍ୟକ୍ତି ଯାହାକୁ ବାଇବେଲରେ ପରମେଶ୍ୱରଙ୍କ ସମ୍ମୁଖରେ ନିର୍ଦୋଷ ଓ ଧାର୍ମିକ ବ୍ୟକ୍ତିଥିଲେ I ସେ ଏକ ପ୍ରସିଦ୍ଧ ବ୍ୟକ୍ତି ଯେ ଅତି ଯନ୍ତ୍ରଣା ସମୟରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ବନ୍ଦ କରି ନଥିଲେ I

  • ଆୟୁବ ଊଷ୍‍ ଦେଶରେ ବାସ କରୁଥିଲେ, ଯାହା କିଣାନର ପୂର୍ବରେ ଅବସ୍ଥିତ ଥିଲା ହୋଇପାରେ ଇଦୋମୀୟ ଅଞ୍ଚଳ ପାଖରେ ତାହାଥିଲା I
  • ଏହା ହୋଇପାରେ କି ସେ ଏଷୌ ଓ ଯାକୁବର ସମୟରେ ଥିଲେ କାରଣ ଆୟୁବର ଏକ ମିତ୍ର “ତେମାନୀୟ “ଥିଲେ ତାହା ଏକ ଲୋକ ସମୂହ ଏଷୌର ନାତି ନାମ ଅନୁସାରେ ହୋଇଥିଲା I
  • ପୁରାତନ ନିୟମରର ଆୟୁବ ପୁସ୍ତକ ଏହି ବିଷୟକୁ କହେ କି ଆୟୁବ ଓ ଅନ୍ୟମାନେ ଯନ୍ତ୍ରଣାକୁ କିପରି ପ୍ରତିକ୍ରିୟା ଦେଇ ଅଛନ୍ତି I ଏହା ପରମେଶ୍ୱର ଯେ ସମସ୍ତ ସୃଷ୍ଟିର ସୃଷ୍ଟିକର୍ତ୍ତା ଓ ବିଶ୍ୱରର ଶାସକ ଅଟନ୍ତି ଏହି ମତ ସେ ପ୍ରଦାନ କରନ୍ତି I
  • ଏହି ସମସ୍ତ ଦୁଃଖ ପରେ, ପରମେଶ୍ୱର ଆୟୁବକୁ ସୁସ୍ଥ କଲେ ଓ ତାହାକୁ ଆହୁରି ସନ୍ତାନ ଓ ସମ୍ପତି ଦେଲେ I
  • ସେ ଅତ୍ୟନ୍ତ ବୃଦ୍ଧାବସ୍ଥାରେ ମଲେ ବୋଲି ଆୟୁବ ପୁସ୍ତକ କହେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ କିପରି ଅନୁବାଦ କରାଯାଏ)

(ଅବ୍ରହାମ , ଏଷୌ, ଜଳ ପ୍ରଳୟ, ଯାକୁବ, ଲୋକ ସମୂହ:ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H0347, G24920