or_tw/bible/names/hoshea.md

2.2 KiB
Raw Permalink Blame History

ହୋଶେୟ

ତଥ୍ୟ:

ହୋଶେୟ ଏକ ଇସ୍ରାଏଲ ରାଜାର ନାମଥିଲା ଓ ଅନେକ ଲୋକ ଯେ ପୁରାତନ ନିୟମରେ ଅଛନ୍ତି I

  • ହୋଶେୟ ଯେ ଇସ୍ରାଏଲ ରାଜା ଆଲାହ ର ପୁତ୍ରଥିଲେ ସେ ୯ ବର୍ଷ ଇସ୍ରାଏଲରେ ରାଜତ୍ୱ କଲେ, ଏହି ସମୟରେ ଆହସ ଓ ହିଜିକିୟ ଯିହୁଦାରେ ରାଜାଥିଲେ I
  • ଯିହୋଶୁୟଯେ ନୁନ ର ପୁତ୍ରଥିଲେ ତାହାର ନାମ ମଧ୍ୟ ହୋଶେୟଥିଲା I

ମୋଶା ହୋଶେୟ ର ନାମ ପରିବର୍ତ୍ତନ କରି ଯିହୋଶୁୟରଖିଥିଲେ, ଯେତେବେଳେ ମୋଶା ଆଉ ଏଗାର ଜଣକୁ ଛିଦ୍ର ଅନୁସନ୍ଧାନ କରିବା ନିମନ୍ତେ କିଣାନକୁ ପଠାଇବ ପୂର୍ବରୁଥିଲେ I

  • ମୋଶା ର ମୃତ୍ୟୁ ପରେ, ଯିହୋଶୁୟଇସ୍ରାଏଲ ଲୋକଙ୍କ ନେତୃତ୍ୱ ନେଲେ କି ସେମାନେ କିଣାନ ଦେଶରେ ପ୍ରବେଶ କରନ୍ତୁ I
  • ଆଉ ଏକ ବ୍ୟକ୍ତି ର ନାମ ହୋଶେୟ ଯେ ଆଜାରୀୟ ର ପୁତ୍ରଥିଲେ ଯେ ଇଫରମିୟ ଲୋକଙ୍କର ନେତୃତ୍ୱ ନେଇଥିଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହରୀ ଦେଖନ୍ତୁ: ଆହସ, କିଣାନ, ଇଫ୍ରିୟମ, ହିଜିକିୟ, ମୋଶା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1954