or_tw/bible/names/hosea.md

2.2 KiB
Raw Permalink Blame History

ହୋଶୟ

ତଥ୍ୟ:

ହୋଶୟ ଏକ ଭବିଷ୍ୟବକ୍ତାଥିଲା ଯେ ଖ୍ରୀଷ୍ଟ ପୂର୍ବ ୭୫୦ରେ ଭବିଷ୍ୟବାଣୀ କରିଥିଲେ I

  • ତାହା ର ସେବା ଅନେକ ବର୍ଷଯାଏ ଅନେକ ରାଜାଙ୍କ ଶାସନ ସମୟରେ ହେଲା, ଯେପରିକି ରାଜା ଜେରୋବୋଆମ, ଯୋଥାମ, ଆହସ, ହୋଶୟ, ଉସୀୟ, ଓ ହଜିକିୟ I
  • ହୋଶୟ କୁ ପ୍ରଭୁ କହିଲେ କି ଏକ ବେଶ୍ୟା କୁ ବିବାହ କରିବାକୁ ଯାହାର ନାମ ଗୋମରଥିଲା ସେ ତାହାକୁ ଲଗାତର ପ୍ରେମ କଲା ଯଦିଚ ସେ ତାହା ପ୍ରତି ବିଶ୍ୱାସ ଘାତିଥିଲା I
  • ଏହା ଏକ ପରମେଶ୍ୱରଙ୍କ ପ୍ରେମର ଚିତ୍ରଥିଲା ଯେ ଅବିଶ୍ୱସ୍ଥ ଇସ୍ରାଏଲ ଲୋକଙ୍କ ନିମନ୍ତେ ପ୍ରେମଥିଲା
  • ହୋଶୟ ଈସରାଏଲ ଲୋକଙ୍କ ବିରୁଧରେ ଭବିଷ୍ୟତ ବାଣୀ କରିଥିଲା କାରଣ ସେହି ସମସ୍ତଙ୍କ ପାପ ହେତୁ, ସେହି ସମସ୍ତଙ୍କୁ ସାବଧାନ କରାଉଥିଲା କି ସେମାନେ ମୂର୍ତ୍ତି ପୂଜା ରୁ ଦୁରରେ ରୁହନ୍ତୁ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆହସ,ହିଜକିୟ, ହୋଶିୟ, ଜେରୋବୋଆମ, ଯୋଥାମ, ଉସୀୟ, ଯିଖରୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1954, G5617