or_tw/bible/names/hilkiah.md

1.9 KiB
Raw Permalink Blame History

ହିଲିକିୟ:

ତଥ୍ୟ:

ହିଲିକିୟ ରାଜା ଯୋଶିୟ ସମୟରେ ମହାଯାଜକଥିଲେ I

  • ଯେତେବେଳେ ମନ୍ଦିର ପୁନର୍ ନିର୍ମାଣ ହେଉଥିଲା, ହିଲିକିୟ ଯେ ମହାଯାଜକଥିଲେ ତାହାକୁ ବ୍ୟବସ୍ଥା ର ପୁସ୍ତକ ମିଳିଲା ଓ ଏହା ଅଜ୍ଞା କରା ଗଲା କି ତାହା ରାଜା ଯୋଶିୟ ନିକଟକୁ ଅଣାଯାଏ I
  • ବ୍ୟବସ୍ଥା ର ପୁସ୍ତକ ପଠନ କରା ଗଲା ପରେ, ଯୋଶିୟ ଶୋକାକୁଳ ହେଲେ ଓ ଯିହୁଦାର ଲୋକଙ୍କୂ ପୁଣି ଥରେ ସଦାପ୍ରଭୁ ର ଉପାସନା କରିବାକୁ ଓ ତାହା ଙ୍କ ବ୍ୟବସ୍ଥା ପାଳନ କରିବାକୁ ଆଜ୍ଞା ଦେଲେ I
  • ଆଉ ଏକ ବ୍ୟକ୍ତି ର ନାମ ହିଲିକିୟଥିଲା ଯେ ଇଲିଆକିମ୍ ର ପୁତ୍ରଥିଲେ, ଯେ ରାଜା ହିଜିକିୟ ସମୟରେ ରାଜ ପ୍ରସାଦରେ କାମ କରୁଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଏଇଆକିମ୍, ହିଜିକିୟ, ମହାଯାଜକ, ଯୋଶିୟ, ଯିହୁଦା, ବ୍ୟବସ୍ଥା, ପୂଜା, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2518