or_tw/bible/other/tent.md

3.5 KiB

ତମ୍ୱୁ, ତମ୍ୱୁଗୁଡିକ, ତମ୍ୱୁ ନିର୍ମାଣକାରୀ

ସଂଜ୍ଞା:

ଗୋଟିଏ ତମ୍ୱୁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ଯାହାକି ଟାଣୁଆ ବୁଣା ଯାଇଥିବା ଉପାଦାନରେ ତିଆରି ଯାହା ଖୁମ୍ୱ ଗୁଡିକ ସହିତ ସଂଯୁକ୍ତ ହୋଇଥାଏ I

  • ତମ୍ୱୁଗୁଡିକ ସାନ ହୋଇପାରେ, କିନ୍ତୁ ଯେପରି ଅଳ୍ପ ଲୋକ ଶୋଇପାରିବା ଭଳି ଯଥେଷ୍ଟ ସ୍ଥାନ ଥାଏ, କିମ୍ୱା ବଡ ହୋଇପାରେ ଯାହା ଦ୍ୱାରା ଗୋଟିଏ ପରିବାର ଶୋଇପାରିବେ,ରାନ୍ଧି ପାରିବେ ଏବଂ ବାସ କରିପାରିବେ I
  • ଅନେକ ଲୋକମାନଙ୍କ ନିମନ୍ତେ, ତମ୍ୱୁଗୁଡିକ ସ୍ଥାୟୀ ବାସସ୍ଥଳ ରୂପେ ବ୍ୟବହାର ହେଉଛି I

ଉଦାହରଣସ୍ୱରୂପ, ଅନେକ ସମୟରେ ଅବ୍ରାହମଙ୍କ ପରିବାର କିଣାନରେ ବାସ କରୁଥିବା ସମୟରେ ସେମାନେ ବଡ ତମ୍ୱୁରେ ବାସ କରୁଥିଲେ, ଯାହାକି ଛେଳିର ଲୋମରେ ତିଆରି ହୋଇଥିଲା I

  • ଇସ୍ରାଏଲୀୟମାନେ ମଧ୍ୟ ସୀନୟ ପ୍ରାନ୍ତରରେ ଚାଳିଶ ବର୍ଷ ଭ୍ରମଣ କରୁଥିବା ସମୟରେ ତମ୍ୱୁରେ ବାସ କରୁଥିଲେ I
  • ଆବାସ ସ୍ଥଳ ଏକ ବିରାଟ ତମ୍ୱୁଥିଲା, ଯାହାର କାନ୍ଥଗୁଡିକ ମୋଟା ଲୁଗାର ପରଦାରେ ତିଆରି ହୋଇଥିଲା I
  • ଯେତେବେଳେ ପାଉଲ ବିଭିନ୍ନ ନଗରକୁ ସୁସମାଚାରର ଅଂଶୀ କରାଇବା ପାଇଁ ଯାଉଥିଲେ, ସେ ତମ୍ୱୁ ନିର୍ମାଣ କରି ନିଜକୁ ସାହାଯ୍ୟ କରୁଥିଲେ I
  • ଏହି “ତମ୍ୱୁ” ପ୍ରତିଶବ୍ଦଟି ବେଳେବେଳେ ଆଳଙ୍କାରିକ ଭାବରେ ଯେଉଁଠାରେ ଲୋକମାନେ ବାସ କରନ୍ତି, ସେଥିପ୍ରତି ସୂଚାଇଥାଏ I

ଆହୁରି ମଧ୍ୟ ଏହା “ଘରଗୁଡିକ” କିମ୍ୱା “ବାସସ୍ଥାନଗୁଡିକ” କିମ୍ୱା “ଗୃହଗୁଡିକ” କିମ୍ୱା “ଶରୀରଗୁଡିକ” ଭାବରେ ଅନୁବାଦ କରାଯାଇପାରେ (ଦେଖ:ସିନେକଦକ୍)

(ଅହୁରି ମଧ୍ୟ ଦେଖ: ଅବ୍ରହାମ, କିଣାନ, ପର୍ଦା ବା ଆବରଣ,ପାଉଲ, ସୀନୟ, ସମାଜଗୃହ, ସମାଗମ ତମ୍ୱୁ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H167, H168, H2583, H3407, H6898