or_tw/bible/names/tamar.md

2.7 KiB

ତାମର

ସତ୍ୟ ଘଟଣାବଳିଗୁଡ଼ିକ:

ପୂରାତନ ନିୟମରେ ଅନେକ ସ୍ତ୍ରୀମାନଙ୍କର ନାମ ତାମର ଥିଲା I ପୂରାତନ ନିୟମରେ ଅନେକ ସହର ଏବଂ ଅନ୍ୟ ସ୍ଥାନଗୁଡ଼ିକର ନାମ ମଧ୍ୟ ତାମର ଥିଲା I

  • ତାମର ଯିହୁଦାଙ୍କର ପୁତ୍ରବଧୂ ଥିଲେ I ସେ ପେରସଙ୍କୁ ଜନ୍ମ ଦେଇଥିଲେ, ଯିଏ କି ଯୀଶୁ ଖ୍ରୀଷ୍ଟଙ୍କର ପୂର୍ବପୁରୁଷ ଥିଲେ I
  • ରାଜା ଦାଉଦଙ୍କର ତାମର ନାମରେ ଏକ କନ୍ୟାଥିଲା; ସେ ଅବଶାଲୋମର ଭଉଣୀ ଥିଲେ I ତାହାର ସାବତ ଭାଇ ଅମ୍ନୋନ ତାହାକୁ ବଳାତ୍କାର କରି ଏକାକୀ ଛାଡିଥିଲା I
  • ଅବଶାଲୋମଙ୍କର ମଧ୍ୟ ତାମର ନାମରେ ଏକ କନ୍ୟା ଥିଲା I
  • “ହତ୍‍-ସସୋନ୍‍-ତାମର” ନାମକ ଏକ ନଗର ଥିଲା ଯାହା ଲବଣ ସମୂଦ୍ରର ପଶ୍ଚିମ କୁଳରେ ଐନଗ ନଗରୀ ସହିତ ସମାନ ଥିଲା I ସେଠାରେ “ବାଲ୍ ତାମର” ମଧ୍ୟ ଅଛି ଏବଂ “ତାମର” ସ୍ଥାନକୁ ମଧ୍ୟ ସାଧାରଣ ଭାବରେ ଉଲ୍ଲେଖ ଅଛି ଯାହା ନଗରଗୁଡ଼ିକଠାରୁ ଅଲଗା ହୋଇଥାଇପାରେ I

( ଅବଶାଲୋମ୍, ପୂର୍ବପୁରୁଷ, ଅମ୍ନୋନ୍, ଦାଉଦ, ପୂର୍ବପୁରୁଷ, ଯିହୁଦା, ଲବଣ ସମୁଦ୍ର ଦେଖନ୍ତୁ)

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରାଯାଇପାରିବ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H1193, H2688, H8412, H8559