or_tw/bible/names/amnon.md

1.1 KiB
Raw Permalink Blame History

ଅମ୍ନୋନ

ତଥ୍ୟମାନ:

ଅମ୍ନୋନ ଦାଉଦ ରାଜାଙ୍କ ବଡ ପୁଅଥିଲେ I ଙ୍କ ମାତା ଦାଉଦଙ୍କ ରାଜା ସ୍ତ୍ରୀ ଅହୀନୋୟମଥିଲେ I

  • ଅମ୍ନୋନ ତାଙ୍କ ସାବତ ଭଉଣୀ ତାମରକୁ ବଳତ୍କାର କଲେ, ଯିଏକି ଅବଶାଲୋମଙ୍କର ମଧ୍ୟ ଭଉଣୀଥିଲେ I
  • ଏହି କାରଣ ନିମନ୍ତେ ଅବଶାଲୋମ ଅମ୍ନୋନ ବିରୁଦ୍ଧରେ ଯୋଜନା ପ୍ରସ୍ତୁତ କଲେ ଏବଂ ତାଙ୍କୁ ହତ୍ୟା କଲେ I

(ମଧ୍ୟ ଦେଖିପାରିବା: ଦାଉଦ, ଅବଶାଲୋମ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H550