or_tw/bible/names/sidon.md

2.3 KiB
Raw Permalink Blame History

ସୀଦୋନ, ସୀଦୋନୀୟମାନେ

ସତ୍ୟ ଘଟଣାବଳୀ:

ସୀଦୋନ କିଣାନର ବଡ ପୁତ୍ର ଥିଲେ । କିଣାନ ଦେଶର ଏକ ସହରର ନାମ ମଧ୍ୟ ସୀଦୋନ ଥିଲା, କିଣାନର ପୁତ୍ରନାମରେ ହୁଏତ ସେହି ସହର ନାମିତ ହେଇଥିବ ।

  • ଭୂମଧ୍ୟସାଗରର ଉପକୁଳ ବର୍ତ୍ତୀ ଦକ୍ଷିଣ ପଶ୍ଚିମ ଦିଗରେ ସୀଦୋନ ସହର ଅବସ୍ଥିତ ଥିଲା ଯାହାର ବର୍ତ୍ତମାନ ଲିବାନୋନ ଦେଶରେ ପରିଚିତ ଅଟେ ।
  • “ସୀଦୋନ ଲୋକମାନେ” ଫିନୋକିୟାନ ଲୋକଦଳ ଥିଲେ ଯେଉଁମାନେ ପ୍ରାଚୀନ ସୀଦୋନ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିଲେ ।
  • ବାଇବେଲରେ, ସୀଦୋନ ସୋର ସହର ସହ ଉଲ୍ଲେଖ ଅଛି ଏବଂ ଉଭୟ ସହର ଏହାର ସୁଖ୍ୟାତି ସମ୍ପର୍ନ୍ନ ଓ ଲୋକମାନଙ୍କର ଅନୈତିକ ଆଚରଣ ପାଇଁ ଅଧିକ ପ୍ରସିଦ୍ଧ ଅଟେ ।

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କିଣାନନୋହଫିନୋକିୟାସମୁଦ୍ରସୋର: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H6721, H6722, G46050, G46060