or_tw/bible/names/phonecia.md

3.0 KiB

ଫୈନୀକିଆ

ତଥ୍ୟଗୁଡିକ:

ପ୍ରାଚୀନ କାଳରେ ଫୈନୀକିଆ ଏକ ବିଭାବଶାଳୀ ଦେଶଥିଲା ଏବଂ ଏହା କିଣାନ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲର ଉତ୍ତର ଦିଗରେ ଅବସ୍ଥିତଥିଲା I

  • ଫୈନୀକିଆ ଦେଶର ଏକ ଅଞ୍ଚଳକୁ ଅଧିକାର କଲେ ଯାହା ପଶ୍ଚିମ ଗିଗରେଥିଲା I ଏହି ଅଞ୍ଚଳକୁ ଆଧୁନିକ ସମୟର ଲିବାନୋନ କୁହାଯାଉଛି I
  • ନୂତନ ନୀୟମର ସମୟରେ ଫୈନୀକିଆର ରାଜଧାନୀ ସୋରଥିଲା I

ସୀଦୋନ ଆଉ ଏକ ମହତ୍‌ୱ୍ତ୍ୱପୂର୍ଣ୍ଣ ଫୈନୀକିଆର ନଗରୀଥିଲା I

  • ଫୈନୀକୀୟମାନେ ଆପଣାମାନଙ୍କର କାଷ୍ଠ୍ୟକର୍ମଜନିତ କାରିଗରୀ କୌଶଳ ହେତୁ ସୁପରିଚିତଥିଲେ ଏବଂ ସେମାନେ ଆପଣା ଦେଶର ପ୍ରଚୁର ଦେବଦାରୁ ବୃକ୍ଷଗୁଡ଼ିକ ବ୍ୟବହାର କରୁଥିଲେ ଯେପରି ତାହା ଦ୍ୱାରା ବହୁମୂଲ୍ୟ ବାଇଗଣିଆ ରଙ୍ଗ ପ୍ରସ୍ତୁତ କରୁଥିଲେ ଏବଂ ସେମାନେ ମଧ୍ୟ ସମୁଦ୍ର ପଥରେ ଆପଣାମାନଙ୍କର ଯାତ୍ର କରିବା ସକ୍ଷମତା ଏବଂ ବ୍ୟବସାୟ ନିମନ୍ତେ ମଧ୍ୟ ବିଖ୍ୟାତଥିଲେ I

ସେମାନେ ମଧ୍ୟ ଅତି କୁଶଳୀ ନୌକା ନିର୍ମାଣକାରୀ ଥଲେ I

  • ଫୈନୀକିଆର ଲୋକମାନଙ୍କ ଦ୍ୱାରା ଅତି ପ୍ରାରମ୍ଭ ସମୟରୁ ବର୍ଣ୍ଣମାଳା ସୃଷ୍ଟ ହୋଇଥିଲା I

ସେମାନଙ୍କର ବ୍ୟବସାୟ ହେତୁ ଅନେକ ଲୋକଦଳଗୁଡ଼ିକ ସହିତ ସେମାନେ ଯୋଗାଯୋଗ ରଖିଥିବାରୁ ସେମାନଙ୍କର ବର୍ଣ୍ଣମାଳା ବ୍ୟାପକ ଭାବରେ ବ୍ୟବହୃତ ହୋଇଥିଲା I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବେ)

(ଆହୁରି ଦେଖ: ଦେବଦାରୁ, ବାଇଗଣୀଆ, ସୀଦୋନ୍, ସୋର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H3667, G4949, G5403