28 lines
2.3 KiB
Markdown
28 lines
2.3 KiB
Markdown
# ସୀଦୋନ, ସୀଦୋନୀୟମାନେ
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
ସୀଦୋନ କିଣାନର ବଡ ପୁତ୍ର ଥିଲେ । କିଣାନ ଦେଶର ଏକ ସହରର ନାମ ମଧ୍ୟ ସୀଦୋନ ଥିଲା, କିଣାନର ପୁତ୍ରନାମରେ ହୁଏତ ସେହି ସହର ନାମିତ ହେଇଥିବ ।
|
||
|
||
* ଭୂମଧ୍ୟସାଗରର ଉପକୁଳ ବର୍ତ୍ତୀ ଦକ୍ଷିଣ ପଶ୍ଚିମ ଦିଗରେ ସୀଦୋନ ସହର ଅବସ୍ଥିତ ଥିଲା ଯାହାର ବର୍ତ୍ତମାନ ଲିବାନୋନ ଦେଶରେ ପରିଚିତ ଅଟେ ।
|
||
* “ସୀଦୋନ ଲୋକମାନେ” ଫିନୋକିୟାନ ଲୋକଦଳ ଥିଲେ ଯେଉଁମାନେ ପ୍ରାଚୀନ ସୀଦୋନ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିଲେ ।
|
||
* ବାଇବେଲରେ, ସୀଦୋନ ସୋର ସହର ସହ ଉଲ୍ଲେଖ ଅଛି ଏବଂ ଉଭୟ ସହର ଏହାର ସୁଖ୍ୟାତି ସମ୍ପର୍ନ୍ନ ଓ ଲୋକମାନଙ୍କର ଅନୈତିକ ଆଚରଣ ପାଇଁ ଅଧିକ ପ୍ରସିଦ୍ଧ ଅଟେ ।
|
||
|
||
([ନାମଗୁଡ଼ିକ କିପରି ଅନୁବାଦ କରିବେ:](rc://*/ta/man/translate/translate-names) ଅନୁବାଦ ପ୍ରସ୍ତାବଗୁଡ଼ିକ)
|
||
|
||
([କିଣାନ](../names/canaan.md), [ନୋହ](../names/noah.md), [ଫିନୋକିୟା](../names/phonecia.md) , [ସମୁଦ୍ର](../names/mediterranean.md), [ସୋର](../names/tyre.md): ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ପ୍ରେରିତ ୧୨:୨୦](rc://*/tn/help/act/12/20)
|
||
* [ପ୍ରେରିତ ୨୭:୩-୬](rc://*/tn/help/act/27/03)
|
||
* [ଆଦିପୁସ୍ତକ ୧୦:୧୫-୧୮](rc://*/tn/help/gen/10/15)
|
||
* [ଆଦିପୁସ୍ତକ ୧୦:୧୯-୨୦](rc://*/tn/help/gen/10/19)
|
||
* [ମାର୍କ ୩:୭-୮](rc://*/tn/help/mrk/03/07)
|
||
* [ମାଥିଉ ୧୧:୨୦-୨୨](rc://*/tn/help/mat/11/20)
|
||
* [ମାଥିଉ ୧୫:୨୧-୨୩](rc://*/tn/help/mat/15/21)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H6721, H6722, G46050, G46060
|