or_tw/bible/names/seth.md

1.7 KiB
Raw Permalink Blame History

ଶେଥ

ସତ୍ୟ ଘଟଣାବଳୀ:

ଆଦିପୁସ୍ତକରେ, ଶେଥ ଆଦମ ଓ ହବାଙ୍କର ତୃତୀୟ ପୁତ୍ର ଥିଲେ ।

  • ଶେଥକୁ ପୁତ୍ର ହେବଲ ପରିବର୍ତ୍ତେ ତାହାଙ୍କୁ ଦିଆଯାଇଛି ବୋଲି ହବା କହିଲେ, ଯାହାକୁ ତାହାର ଭାଇ କୟିନ ହତ୍ୟା କରିଥିଲା ।
  • ନୋହ ଶେଥଙ୍କ ବଂଶଧର ମଧ୍ୟରୁ ଜଣେ ଅଟନ୍ତି, ତେଣୁ ଯେଉଁମାନେ ଜଳ ପ୍ଲାବନ ପରେ ଜୀବିତ ଅଛନ୍ତି ସେମାନେ ମଧ୍ୟ ଶେଥଙ୍କର ବଂଶଧର ଅଟନ୍ତି ।
  • ଶେଥ ଏବଂ ତାହାର ପରିବାର  “ଯିହୋବାଙ୍କ ନାମରେ ପ୍ରାର୍ଥନା କରିବା”ପ୍ରଥମ ପରିବାର ଥିଲା ।

(ନାମଗୁଡ଼ିକ କିପରି ଅନୁବାଦ କରିବେ : ଅନୂବାଦ ପ୍ରସ୍ତାବଗୁଡ଼ିକ)

(ହେବଲକୟିନଡାକିବାସନ୍ତାନପୂର୍ବପୁରୁଷଜଳପ୍ଲାବନନୋହ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H8352, G45890