or_tw/bible/names/abel.md

1.4 KiB

ହେବଲ

ସତ୍ୟ ଘଟଣାବଳୀ:

ହେବଲ ଆଦମ ଏବଂ ହବାଙ୍କ ଦ୍ୱିତୀୟ ପୁତ୍ର ଥିଲେ I ସେ କୟିନଙ୍କ ସାନ ଭାଇ ଥିଲେ I

  • ହେବଲ ଜଣେ ମେଷପାଳକ ଥିଲେ I
  • ହେବଲ ତାଙ୍କର କେତେକ ପଶୁକୁ ଈଶ୍ଵରଙ୍କ ନିକଟରେ ଭେଟି ଭାବରେ ବଳିଦାନ କଲେ I
  • ଈଶ୍ଵର  ହେବଲ ଏବଂ ତାଙ୍କ ଭେଟିରେ ଆନନ୍ଦିତ ହେଲେ I
  • ଆଦମ ଏବଂ ହବାଙ୍କ ପ୍ରଥମ ପୁତ୍ର କୟିନ, ହେବଲକୁ ହତ୍ୟା କଲା I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କୟିନବଳିଦାନମେଷପାଳକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H1893, G6