or_tw/bible/names/nahum.md

1.2 KiB
Raw Permalink Blame History

ନାହୁମ

ଘଟଣାବଳି:

ଯିହୁଦାର ରାଜା ମନଃଶି ଶାସନ କରୁଥିବା ସମୟରେ ନାହୁମ ଭବିଷ୍ୟଦ ବକ୍ତା ପ୍ରଚାର କରୁଥିଲେ

  • ଯିରୁଶାଲମଠାରୁ ମାଇଲ ଦୁରରେ ଇଲୋକଶିୟ ସହରରେ ନାହୁମ ବାସ କରୁଥିଲେ
  • ପୁରାତନ ନିୟମରେ ନାହୁମ ପୁସ୍ତକରେ ସେ ପ୍ରଚାରିତ କରିଥିବା ଅଶୁରିୟ ସହର ନିନିବୀର ଧ୍ୱଂସ ପାଇବା ଭାବବାଣୀ ଗୁଡିକ ଲିପିବଦ୍ଧ ହୋଇଛି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ କରିବେ କିପରି)

(ଦେଖ: ଅଶୁରିୟ, ମନଃଶି, ଭାବବାଦୀ, ନିନିବୀ)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5151, G3486