21 lines
1.2 KiB
Markdown
21 lines
1.2 KiB
Markdown
# ନାହୁମ
|
||
|
||
## ଘଟଣାବଳି:
|
||
|
||
ଯିହୁଦାର ରାଜା ମନଃଶି ଶାସନ କରୁଥିବା ସମୟରେ ନାହୁମ ଭବିଷ୍ୟଦ ବକ୍ତା ପ୍ରଚାର କରୁଥିଲେ
|
||
|
||
* ଯିରୁଶାଲମଠାରୁ ୨୦ ମାଇଲ ଦୁରରେ ଇଲୋକଶିୟ ସହରରେ ନାହୁମ ବାସ କରୁଥିଲେ
|
||
* ପୁରାତନ ନିୟମରେ ନାହୁମ ପୁସ୍ତକରେ ସେ ପ୍ରଚାରିତ କରିଥିବା ଅଶୁରିୟ ସହର ନିନିବୀର ଧ୍ୱଂସ ପାଇବା ଭାବବାଣୀ ଗୁଡିକ ଲିପିବଦ୍ଧ ହୋଇଛି
|
||
|
||
(ଅନୁବାଦ ପ୍ରସ୍ତାବ ଗୁଡିକ: [ନାମ ଗୁଡିକର ଅନୁବାଦ କରିବେ କିପରି](rc://*/ta/man/translate/translate-names))
|
||
|
||
(ଦେଖ: [ଅଶୁରିୟ](../names/assyria.md), [ମନଃଶି](../names/manasseh.md), [ଭାବବାଦୀ](../kt/prophet.md), [ନିନିବୀ](../names/nineveh.md))
|
||
|
||
## ବାଇବଲ ପୃଷ୍ଠଭୂମି:
|
||
|
||
* [ନାହୁମ ୦୧:୧](rc://*/tn/help/nam/01/01)
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: H5151, G3486
|