or_tw/bible/names/midian.md

3.9 KiB
Raw Permalink Blame History

ମିଦିଆନ, ମିଡିୟାନୀୟ, ମିଡିୟାନୀୟମାନେ

ତଥ୍ୟ:

ମିଦିଆନ ଅବ୍ରହାମ୍ ଓ ତାହାର ପତ୍ନୀ କଟୁରା ର ପୁତ୍ର ଅଟେ I ଏହା ଏକ ଲୋକ ସମୁହ ର ନାମ ମଧ୍ୟ ଅଟେ ଓ ଏକ ଅଞ୍ଚଳର ନାମ ମଧ୍ୟ ଯାହା ଆରବର ଉତ୍ତର ମରୁଭୂମିରୁ କିଣାନର ଦକ୍ଷିଣ ଭାଗଯାଏ ଅବସ୍ଥିତ ଅଟେ I ସେହି ଲୋକ ସମୁହ କୁ “ମିଦିୟନୀୟ “କୁହାଯାଏ I

  • ଯେତେବେଳେ ମୋଶା ପ୍ରଥମେ ମିସର ଛାଡ଼ିଲେ, ସେ ମିଡିୟନ ଅଞ୍ଚଳକୁ ଗଲେ ଯେଉଁଠାରେ ସେ ଜେଥ୍ରୋର ପୁତ୍ରିମାନଙ୍କ ସହ ମିସିଲେ ଓ ତାହାଙ୍କୁ ତାହାଙ୍କର ମେଶପଲ କୁ ଜଳ ପାନ କରିବାରେ ସାହାଯ୍ୟ କଲେ I

ପରେ ମୋଶା ଜେଥ୍ରୋର ଏକ ପୁତ୍ରି ସହ ବିବାହ କଲେ I

  • ଯୋଷେଫ ମିସରକୁ କେତେକ କ୍ରିତ ଦାସ ବ୍ୟବସାୟୀ ଦ୍ୱାରା ନିଆ ଯାଇଥିଲେ I
  • ବହୁ ବର୍ଷ ପରେ ମିଡିୟାନୀୟମାନେ ଇସ୍ରାଏଲ କୁ ଆକ୍ରମଣ କଲେ ଓ କାନନ ଦେଶରେ ଲୁଟ କଲେ I

ଗିଦିଆନ ଇସ୍ରାଏଲ ର ନେତୃତ୍ୱ ନେଇ ସେହିମାନଙ୍କୁ ହରାଇଲେ I

  • ଆଧିନିକ ଆରବର ଲୋକମାନେ ତାହାଙ୍କର ବଂଶଧର ଅଟନ୍ତି I

(ଆହୁରି ଦେଖନ୍ତୁ: ଆରବ, ମିସର, ମେଷପଲ, ଗିଦିୟନ, ଜେଥ୍ରୋ, ମୋଶା)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୬:୦୩ କିନ୍ତୁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଗଲେ ଓ ମର୍ତୀ ପୂଜା କରିବାକୁ ଆରମ୍ଭ କଲେ I

ତେଣୁ ପରମେଶ୍ୱର ଏକ ନିତତମ ଶତ୍ରୁ__ମିଡିୟାନୀୟ__ କୁ ଅନୁଅତି ଦେଲେ କି ଇସ୍ରାଏଲ କୁ ଯୁଦ୍ଧରେ ହରାଇବାକୁ I

  • ୧୬:୦୪ ଇସ୍ରାଏଲ ଲୋକମାନେ ଅତି ଭୟଭିତ ହେଲେ, ସେମାନେ ଗୁମ୍ଫାରେ ଲୁଚିଲେ, ଯାହା ଦ୍ୱାରା __ମିଡିୟାନୀୟମାନେ __ ତାହାଙ୍କୁ ଖୋଜି ନ ପାରନ୍ତି I
  • ୧୬:୧୧ ସେହି ଲୋକ ର ସାଂଗ କହିଲା, “ଏହି ସ୍ୱପ୍ନର ଅର୍ଥ ହେଉଛି ଗିଦିୟନ ର ସେନା ମିଡିୟନ ସେନା କୁ ହରାଇବେ I“
  • ୧୬:୧୪ ପରମେଶ୍ୱର __ମିଡିୟାନୀୟ__ମାନଙ୍କୁ ଦ୍ୱନ୍ଦରେ ଢାଳିଲେ, ତେଣୁ ସେମାନେ ପରସ୍ପର କୁ ଆକ୍ରମଣ କଲେ ଓ ହତ୍ୟା କଲେ I

ବୋର୍ଡ ଡାଟା :

  • Strong's: H4080, H4084, H4092