or_tw/bible/names/jethro.md

3.2 KiB
Raw Permalink Blame History

ଜିଥ୍ର, ରିଉଏଲ୍

ତଥ୍ୟ:

“ଜିଥ୍ର “ଓ “ରିଉଏଲ୍” ଏହି ଦୁଇ ନାମ ମୋଶାଙ୍କ ସସୁରର କୁ ସମ୍ବୋଧିତ କରେ I ପୁରାତନ ନିୟମରେ ଆଉ ଦୁଇ ଜଣ ବ୍ୟକ୍ତି ରୁଏଲ ନାମରେଥିଲେ I

  • ଯେତେବେଳେ ମୋଶା ମିଡିୟନରେ ମେଷ ଚରାଉଥିଲେ, ସେ ଏକ ମିଡିୟନ ମନୁଷ୍ୟ ର ନାମ ରୁଏଲଥିଲା ତାର ପୁତ୍ରୀ କୁ ବିବାହ କଲେ I
  • ପରବର୍ତ୍ତୀ ସମୟରେ ରୁଏଲ “ମିଦିୟାନୀୟ ଯାଜକ, ଜିଥ୍ର” ରୂପରେ ସମ୍ବୋଧିତ କରା ଗଲା I

ଏହା ହୋଇପାରେ କି ରୁଏଲ ତାର ଖାନଦାନ ନାମ ହୋଇପାରେ I

  • ଯେତେବେଳେ ପ୍ରଭୁ ମୋଶାକୁ ଜ୍ୱଳନ୍ତ ବୁଦା ମଧ୍ୟରୁ କଥା କହିଲେ ମୋଶା ଜିଥ୍ର ର ମେଷପଲ ଚରାଉଥିଲେ I
  • କିଛି ସମୟ ପରେ, ଯେତେବେଳେ ପ୍ରଭୁ ଇସ୍ରାଏଲଙ୍କୁ ମିସରରୁ ରକ୍ଷା କଲେ ଜିଥ୍ର ଜଂଗଲରେ ଇସ୍ରାଏଲ ନିକଟକୁ ମିସିବାକୁ ଆସିଲେ ଓ ମୋଶା କୁ ଉତ୍ତମ ଉପଦେଶ ଦେଲେ କି କିପରି ଲୋକଙ୍କର ନ୍ୟାୟ କରିବେ I
  • ସେ ଯେତେବେଳେ ପରମେଶ୍ୱରଙ୍କର ସମସ୍ତ ଆଶ୍ଚର୍ଯ୍ୟ କର୍ମ ଇସ୍ରାଏଲ ଲୋକଙ୍କ ନିମନ୍ତେ ମିସରରେ କରିଥିଲେ ଶୁଣିଲେ ତେବେ ପରମେଶ୍ୱର ଉପରେ ବିଶ୍ୱାସ କଲେ I
  • ଏସର ଏକ ପୁତ୍ର ର ନାମ ରୁଏଲଥିଲା I
  • ଆଉ ଏକ ବ୍ୟକ୍ତି ର ନାମ ରୁଏଲଥିଲା ଯେତେବେଳେ ଇସ୍ରାଏଲ ଲୋକମାନେ ବାବିଲନ ରୁ ବନ୍ଦିତ୍ୱ ରୁ ଯିହୁଦା ପୁନସ୍ଥାପନ ନିମନ୍ତେ ଫେରି ଆସିଲେ ସେହି ଶାରଣୀରେ ଉଲ୍ଲେଖ ଅଛି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବନ୍ଦୀ, ଖାନଦାନ, ମରୁଭୁମୀ, ମରୁଭୁମୀ, ଏସ, ଅସ୍ଚାର୍ଯ୍ୟ କାମ, ମୋଶା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3503, H7467