or_tw/bible/other/clan.md

1.9 KiB
Raw Permalink Blame History

ଜାତି, ଜାତିଗଣ

ସଂଜ୍ଞା:

“ଜାତି” ଶବ୍ଦ ଏକ ଦଳର ପରିବାର ସଦସ୍ୟମାନେ ଯେଉଁମାନେ ଗୋଟିଏ ପୂର୍ବଜ ରୁ ଆନୀତ

  • ପୁରାତନ ନିୟମରେ, ଇସ୍ରାଏଲ ଲୋକମାନେ ଜାତି କିମ୍ୱା ପରିବାର ଦଳ ଅନୁସାରେ ଗଣନା ହେଉଥିଲେ,
  • ଜାତିଗଣ ସାଧାରଣତଃ ସେମାନଙ୍କ ପୂର୍ବଜ ଅନୁସାରେ ନାମାଙ୍କରଣ କରାଗଲା
  • ବ୍ୟକ୍ତିଗତ ଲୋକମାନେ ବେଳେବେଳେ ସେମାନଙ୍କର ଜାତି ଅନୁସାରେ ପରିଚିତ ହୁଅନ୍ତି

ଉଦାହରଣ ସ୍ୱରୂପ ମୋଶାଙ୍କ “ଶଶୁର” ଯେଥ୍ରୋ ବେଳେବେଳେ ତାଙ୍କର ଜାତି ରୁବେଲ୍ ଅନୁସାରେ ଡକା ଯାଆନ୍ତି

  • ଜାତିକୁ ମଧ୍ୟ “ପରିବାରର ଦଳ” କିମ୍ୱା “ବଢିଥିବା ପରିବାର” ନତୁବା “ସମ୍ପର୍କୀୟ” ଅନୁବାଦ କରି ହେବ

(ଦେଖ: ପରିବାର, ଯିଥ୍ରୋ, ଜନଜାତି)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H1, H441, H1004, H4940