or_tw/bible/names/malachi.md

1.8 KiB

ମଲାଖୀ

ତଥ୍ୟ:

ଯିହୁଦା ରାଜ୍ୟ ନିମନ୍ତେ ମଲାଖୀ ପରମେଶ୍ୱରଙ୍କର ଏକ ଭବିଷ୍ୟବକ୍ତା ଅଟନ୍ତି I ଖ୍ରୀଷ୍ଟଙ୍କର ୫୦୦ ବର୍ଷ ପୁରବେ ସେ ଜଗତରେ ବାସ କରୁଥିଲେ I

  • ମଲାଖୀ ସେହି ସମୟରେ ଭବିଷ୍ୟବାଣୀ କଲେ ଯେତେବେଳେ ବାବିଲାନରୁ ବନ୍ଦିତ୍ୱ ରୁ ଫେରି ଆସି ଇସ୍ରାଏଲ ର ମନ୍ଦିର ପୁନଃ ସ୍ଥାପନ ହେଉଥିଲା I
  • ଏଜ୍ରା ଓ ନିହିମିୟ ସେହି ସମୟରେ ବାସ କରୁଥିଲେ I
  • ମଲାଖୀ ପୁସ୍ତକ ପୁରାତନ ନୀୟମର ଶେଷ ପୁସ୍ତକ ଅଟେ I
  • ଅନ୍ୟ ସମସ୍ତ ଭବିଷ୍ୟବକ୍ତା ପରି ମଲାଖୀ ମଧ୍ୟ ଲୋକଙ୍କୁ ପାପରୁ ଅନୁତାପ କରି ସଦାପ୍ରଭୁ ନିକଟକୁ ଫେରି ଆସିବା ନିମନ୍ତେ ଅନୁରୋଧ କରୁ ଅଛନ୍ତି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଅହୁରୀ ଦେଖନ୍ତୁ: ବାବିଲନ, ବନ୍ଦିତ୍ୱ, ଏଜ୍ରା, ଜିହୁଡା, ନିହିମିୟ, ଭବିଷ୍ୟବକ୍ତା, ଅନୁତାପ, ଫେରିବା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4401