or_tw/bible/names/jezreel.md

2.1 KiB
Raw Permalink Blame History

ଜେଜରିଲ୍, ଜେଜରିଲିୟ

ସଂଜ୍ଞା:

ଜେଜରିଲ୍ ଇସାଖର ଜାତି ର ସୀମାରେ ଇସ୍ରାଏଲ ର ଏକ ମହତ୍‌ୱ ପୂର୍ଣ୍ଣ ନଗର ଅଟେ, ଯାହା ଲବଣ ସମୁଦ୍ର ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଅଟେ I

  • ଜେଜରିଲ୍ ସହର ମେଗିଡୋ ସମତଳରେ ଏକ ପଶ୍ଚିମ ବିନ୍ଦୁ ଅଟେ ଯାହାକୁ “ଜେଜରିଲ୍ ର ଉପତ୍ୟକା” ମଧ୍ୟ କହନ୍ତି I
  • ଇସ୍ରାଏଲ ର ଅନେକ ରାଜାଙ୍କର ରାଜ ପ୍ରସାଦ ଜେଜରିଲ୍ ନଗରରେଥିଲା I
  • ନାବୋତ ର ଦ୍ରାକ୍ଷାକ୍ଷେତ୍ର ଜେଜରିଲ୍ରେ ଆହାବର ରାଜ ପ୍ରସାଦ ପାଖରେଥିଲା I

ଭବିଷ୍ୟବକ୍ତା ଏଲୀୟ ସେହିଥାଏ ଆହାବ ବିରୁଧରେ ଭବିଷ୍ୟବାଣୀ କରିଥିଲେ I

  • ଆହାବର ଦୁଷ୍ଟ ପତ୍ନୀ ଇସାବେଲ ଜେଜରିଲ୍ରେ ହତ୍ୟା କରା ଯାଇଥିଲା I
  • ଅନେକ ବଡ଼ ଘଟଣା ଏହି ନଗରରେ ଘଟି ଅଛି, ଅନେକ ଯୁଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ ଅଟେ I

(ଆହୁରି ଦେଖନ୍ତୁ: ଆହାବ, ଏଲୀୟ, ଇସାଖର, ଇସାବେଲ, ରାଜ ପ୍ରସାଦ, ଲବଣ ସମୁଦ୍ର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3157, H3158, H3159