or_tw/bible/names/issachar.md

1.4 KiB

ଇସାଖର

ତଥ୍ୟ:

ଇସାଖର ଯାକୁବର ପଂଚମ ଜାତ ସନ୍ତାନଥିଲେ I ତାର ମାତା ଲେହାଥିଲେ I

  • ଇସାଖର ଜାତି ଇସରେଲର ବାର ଜାତି ମଧ୍ୟରୁ ଏକ ଜାତିଥିଲା I
  • ଇସାଖର ଭୂମି ନପ୍ତାଲି, ଜେବୁଲୁନ୍, ମନାସେ ଓ ଗାଦ ର ସୀମା ସହିତ ଲାଗିଥିଲା I
  • ଏହା ଗାଲିଲି ସମୁନ୍ଦର ଦକ୍ଷିଣ ପାଖରେ ଅବସ୍ଥିତ ଅଟେI

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଗାଦ, ମନାସେ, ନପ୍ତାଲି, ଇସ୍ରାଏଲ ର ବାର ଜାତି, ଜବୁଲୁନ୍)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3485, G2466