or_tw/bible/names/gad.md

1.9 KiB

ଗାଦ

ତଥ୍ୟ:

ଗାଦ ଯାକୁବର ପୁତ୍ରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି I ଯାକୁବର ଇସ୍ରାଏଲ ନାମ ମଧ୍ୟ ରଖାଗଲା I

  • ଗାଥର ପରିବାର ଇସ୍ରାଏଲର ବାର ଜାତି ମଧ୍ୟରୁ ଏକ ଜାତି ହେଲା I
  • ବାଇବଲରେ ଆଉ ଏକ ମନୁଷ୍ୟର ନାମ ଗାଦ ଅଟେ, ଯେ ଏକ ଭବିଷ୍ୟତବକ୍ତା ଅଟନ୍ତି, ଯେ ଦାଉଦ ରାଜାଙ୍କୁ ଇସ୍ରାଏଲ ଲୋକଙ୍କ ଜନଗଣନା କରି ପାପ କରି ଥିବାରୁ ତାହାଙ୍କ ମୁଖରେ ପାପ ସ୍ମରଣ କରାଇଲେ I
  • ବାଲଗାଥ ଓ ମିଗଦାଲଗାଥ ଦୁଇଟି ନଗରର ନାମ ମୂଳ ଲେଖାରେ ଉଲ୍ଲେଖ ଅଛି ଓ ବେଳେ ବେଳେ “ବାଲ ଗାଦ “ଓ “ମିଗଦଲ ଗାଦ “ଲେଖାଯାଏ I

(ଅନୁବାଦ ପ୍ରସ୍ତାବ: ନାମଗୁଡିକର ଅନୁବାଦ କିପରି କରିବେ)

(ଆହୁରି ଦେଖନ୍ତୁ: ଜନଗଣନା, ଭବିଷ୍ୟତବକ୍ତା, ଇସ୍ରାଏଲର ବାର ଗୋଷ୍ଠୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1410, H1425, G1045