or_tw/bible/names/hittite.md

2.8 KiB
Raw Permalink Blame History

ହିତିୟ, ହିତିୟମାନେ

ସଂଜ୍ଞା:

ହିତିୟମାନେ ହାମର ବଂଶଧର ଅଟନ୍ତି ଯେ ତାର ପୁତ୍ର କିଣାନ ରୁ ଜାତଥିଲା I ସେମାନେ ଏକ ବଡ଼ ସାମ୍ରାଜ୍ୟରେ ଅବସ୍ଥିତଥିଲେ ଯାହା ବର୍ତ୍ତମାନ ତୁର୍କୀ ଓ ଉତ୍ତର ପାଲେସ୍ତୈନୀରେ ଅଛି I

  • ଅବ୍ରହାମ୍ ଏକ ଛୋଟ ଜାଗା ହିତିୟ ଏଫ୍ରଣ ରୁ କିଣିଥିଲେ କି ସେ ତାର ମର ସ୍ତ୍ରୀ କୁ ସେହିଠାରେ ଥିବା ଗୁମ୍ଫାରେ କବର ଦିଅନ୍ତି I

ଏପରି ହେଲା କି ଅବ୍ରହାମ୍ ଓ ତାହାର ଅନେକ ବଂଶଧରକୁ ସେହି ଗୁମ୍ଫାରେ କବର ଦିଆଗଲା I

  • ଏସାର ମାତା ପିତା ଶୋକାକୁଳ ହେଲେ ଯେତେବେଳେ ସେ ଏକ ହିତିୟ ନାରୀ କୁ ବିବାହ କଲା I
  • ଦାଉଦ ର ଏକ ଶକ୍ତିଶାଳୀ ଯୋଦ୍ଧା ହିତିୟ ଉରିୟାଥିଲା I
  • ସଲମନ ଯେଉଁ ବିଦେଶୀ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ସେହିମାନଙ୍କ ମଧ୍ୟରୁ ଅନେକ ହିତିୟଥିଲେ I

ଏହି ବିଦେଶୀ ସ୍ତ୍ରୀମାନେ ସଲମନ ର ହୃଦୟ ପରମେଶ୍ୱରଙ୍କଠାରୁ ଫେରେଇ ଦେଲେ କାରଣ ସେମାନେ ଭଣ୍ଡ ଦେବ ପୂଜା କରୁଥିଲେ I

  • ହିତିୟମାନେ ଅନେକ ସମୟରେ ଶାରୀରିକ ଓ ଆତ୍ମିକ ରୂପରେ ଇସ୍ରାଏଲଙ୍କ ନିମନ୍ତେ ପ୍ରତିବାଧାର ର କାରଣଥିଲେ I

(ଆହୁରି ଦେଖନ୍ତୁ: ବଂଶଧର, ଏସ, ବିଦେଶୀ, ହାମ, ସାମର୍ଥ, ସଲମନ, ଉରୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2850