or_tw/bible/names/hamath.md

2.4 KiB
Raw Permalink Blame History

ହାମାଥ, ହାମାଥିୟ, ଲିବ ହାମାଥ

ତଥ୍ୟ:

ହାମାଥ କିଣାନ ଦେଶର ଉତ୍ତରରେ ସିରିଆ ର ଉତ୍ତର ଭାଗରେ ଏକ ମହତ୍‌ୱ ପୂର୍ଣ୍ଣ ସହରଥିଲା I ହାମାଥିୟମାନେ ନୁହ ର ପୁତ୍ର କିଣାନର ବଂଶଧରଥିଲେ I

  • “ଲିବ ହାମାଥ” ନାମ ହୋଇପାରେ କି ଏକ ପର୍ବତକୁ ଦର୍ଶାଏ ହାମାଥ ସହରର ପାର୍ଶରେ I
  • କେତେକ ଅନୁବାଦ ବାଇବଲ “ଲିବ ହାମାଥ” କୁ “ହାମାଥ ନିମନ୍ତେ ପ୍ରବେଶ ଦ୍ୱାରା” କହନ୍ତି I
  • ରାଜା ଦାଉଦ ହାମାଥର ରାଜା ତାଉ କୁ ହରାଇଥିଲେ, ତାହା ସହିତ ଏକ ଉତ୍ତମ ବୁଝାବଣାରେ ରହିଲେ I
  • ହାମାଥ ରାଜା ସଲମାନ ର ଭଣ୍ଡାର ଘର ସହରଥିଲା ଯାହା ଆବଶ୍ୟକ ବସ୍ତୁ ରଖା ଯାଉଥିଲା I

ହାମାଥ ଭୂମିରେ ରାଜା ଜିଡିକିୟ କୁ ରାଜା ନବୁଖଦନାଜ଼ାର୍ ଦ୍ୱାରା ହତ୍ୟା କରା ଯାଇଥିଲା ଓ ଯେଉଁଠାରେ ରାଜା ଯିହୋୟାହସ ମିସରୀୟ ରାଜା ଫାର ଦ୍ୱାରା ବନ୍ଦୀ ହୋଇଥିଲେ I

  • “ହାମାଥିୟ “ଶବ୍ଦକୁ “ହାମାଥର ବ୍ୟକ୍ତି” ରୂପରେ ଅନୁବାଦ କରାଯାଏ I

(ଅନୁବାଦ ପ୍ରସ୍ତାବ:ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ବାବିଲୋନ, କିଣାନ, ନବୁଖାଦନେଜ଼ାର୍, ସିରିୟା, ଜ଼ିଡିକିଆ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2574, H2577