or_tw/bible/names/bethshemesh.md

1.7 KiB
Raw Permalink Blame History

ବୈଥ ଶେମଶ

ଘଟଣାବଳି:

ବୈଥ ଶେମଶ ଗୋଟିଏ କିଣାନୀୟ ସହରଥିଲା ଯାହାକି ଯିରୁଶାଲମର 30 କି.ମି. ପଶ୍ଚିମ ଦିଗରେଥିଲା ׀

  • ଇସ୍ରାଏଲୀୟମାନେ ଯିହୋଶୁୟଙ୍କ ନେତୃତ୍ୱରେ ବୈଥ ଶେମଶକୁ କବ୍ଗା କରିଥିଲେ ׀
  • ବୈଥ ଶେମଶ ସହରରେ ଲେବୀୟ ଯାଜକମାନେ ରହିବା ପାଇଁ ଉପଯୁକ୍ତ ସ୍ଥାନଥିଲା ׀
  • ଯେତେବେଳେ ପଲେଷ୍ଟିୟମାନେ ନୀୟମ ସିନ୍ଦୁକକୁ କବଜା କରି ଯିରୁଶାଲମକୁ ନେଇଯାଉଥିଲେ, ବୈଥ ଶେମଶରେ ପ୍ରଥମେ ତାହା ରଖିଥିଲେ ׀

ଅନୁବାଦର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ନୀୟମ ସିନ୍ଦୁକ, କିଣାନ, ଯିରୁଶାଲମ, ଯିହୋଶୁୟ, ଲେବୀୟ, ପଲେଷ୍ଟିୟ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1053