or_tw/bible/names/bethany.md

1.7 KiB
Raw Permalink Blame History

ବେଥନୀୟା

ସତ୍ୟ ଘଟଣାବଳୀ:

ବେଥନୀୟା ସହର ଯିରୂଶାଲମର 2 ମାଇଲ ପୂର୍ବରେ ଜୀତ ପର୍ବତର ପୂର୍ବାଞ୍ଚଳରେ ଅବସ୍ଥିତ ଥିଲା ׀

  • ବେଥନୀୟା ସହର ଯିରୂଶାଲମ ଓ ଯିରୀହୋ ମଧ୍ୟବର୍ତ୍ତୀ ପଥ ମଧ୍ୟରେ ଅବସ୍ଥିତ ଥିଲା ׀
  • ଯୀଶୁ ପ୍ରାୟ ବେଥନୀୟାକୁ ଯାଉଥିଲେ ଯେଉଁଠାରେ ତାଙ୍କ ଘନିଷ୍ଠ ବନ୍ଧୁ ଲାଜାର, ମାର୍ଥା ଏବଂ ମରୀୟମ ବାସକରୁଥିଲେ ׀
  • ବେଥନୀୟା ବିଶେଷ ଭାବେ ପ୍ରସିଦ୍ଧଥିଲା କାରଣ ଯୀଶୁ ସେହି ସ୍ଥାନରେ ଲାଜରଙ୍କୁ ମୃତ୍ୟୁରୁ ଜୀବିତ କରିଥିଲେ ׀

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଯିରୀହୋଯିରୂଶାଲମଲାଜରମାର୍ଥାମରୀୟମ (ମାର୍ଥାଙ୍କ ଭଉଣୀ)ଜୀତ ପର୍ବତ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G09630