or_tw/bible/names/marysisterofmartha.md

2.2 KiB
Raw Permalink Blame History

ମରୀୟମ (ମାର୍ଥାର ଭଉଣୀ)

ସତ୍ୟ ଘଟଣାବଳୀ:

ମରିୟମ ବେଥାନିୟାର ଜଣେ ମହିଳା ଥିଲେ ଯିଏ ଯୀଶୁଙ୍କୁ ଅନୁସରଣ କରିଥିଲେ I

  • ମରିୟମଙ୍କର ମାର୍ଥା ନାମକ ଜଣେ ଭଉଣୀ ଏବଂ ଲାଜାର ନାମକ ଜଣେ ଭାଇ ଥିଲେ ଯିଏ ମଧ୍ୟ ଯୀଶୁଙ୍କୁ ଅନୁସରଣ କରିଥିଲେ I
  • ଥରେ ଯୀଶୁ କହିଲେ ଯେ ମାର୍ଥା ଯେପରି ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଦେବାବାକୁ ଚିନ୍ତା କରିବା ପରିବର୍ତ୍ତେ ସେ ତାଙ୍କ ଶିକ୍ଷା ଶୁଣିବାକୁ ପସନ୍ଦ କଲେ, ସେତେବେଳେ ମରୀୟମ ଯାହା ସର୍ବୋତ୍ତମ ତାହା ବାଛିଥିଲେ I
  • ଯୀଶୁ ମରୀୟମଙ୍କ ଭାଇ ଲାଜାରଙ୍କୁ ପୁନର୍ଜୀବିତ କରିଥିଲେ I
  • କିଛି ସମୟ ପରେ, ଯେବେ ଯୀଶୁ ବେଥନିୟାରେ ଜଣକ ଗୃହରେ ଖାଉଥିଲେ, ମରୀୟମ ତାହାଙ୍କୁ ଉପାସନା କରିବା ପାଇଁ ତାଙ୍କ ପାଦରେ ବହୁମୂଲ୍ୟ ଅତର ଢାଳିଲେ I
  • ଏହା କରିଥିବାରୁ ଯୀଶୁ ତାଙ୍କୁ ପ୍ରଶଂସା କଲେ ଏବଂ କହିଲେ ଯେ ସେ ତାଙ୍କ ଶରୀରକୁ ସମାଧି ପାଇଁ ପ୍ରସ୍ତୁତ କରୁଛନ୍ତି ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ବେଥନୀୟାସୁଗନ୍ଧିଲାଜାରମାର୍ଥା: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G31370