or_tw/bible/names/martha.md

1.7 KiB
Raw Permalink Blame History

ମାର୍ଥା

ସତ୍ୟ ଘଟଣାବଳୀ:

ମାର୍ଥା ବେଥନୀୟାର ଜଣେ ମହିଳା ଥିଲେ ଯିଏ ଯୀଶୁଙ୍କୁ ଅନୁସରଣ କରିଥିଲେ I

  • ମାର୍ଥାଙ୍କର ମରୀୟମ ନାମକ ଏକ ଭଉଣୀ ଏବଂ ଲାଜାର ନାମକ ଜଣେ ଭାଇ ଥିଲେ, ଯିଏ ମଧ୍ୟ ଯୀଶୁଙ୍କୁ ଅନୁସରଣ କରିଥିଲେ I
  • ଥରେ ଯେବେ ଯୀଶୁ ସେମାନଙ୍କ ଗୃହରେ ସେମାନଙ୍କୁ ଦେଖା କରିବାକୁ ଯାଇଥିଲେ, ମାର୍ଥା ଭୋଜନ ପ୍ରସ୍ତୁତି କରିବାରେ ବିଭ୍ରାନ୍ତ ଥିଲେ କିନ୍ତୁ ତାଙ୍କ ଭଉଣୀ ମରୀୟମ ବସି ଯୀଶୁଙ୍କ ଶିକ୍ଷା ଶୁଣୁଥିଲେ I
  • ଯେତେବେଳେ ଲାଜାରଙ୍କର ମୃତ୍ୟୁ ହେଲା, ମାର୍ଥା ଯୀଶୁଙ୍କୁ କହିଲେ ଯେ ସେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ, ଈଶ୍ଵରଙ୍କ ପୁତ୍ର ଅଟନ୍ତି I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଲାଜାରମରୀୟମ ମାର୍ଥା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G31360