or_tw/bible/other/locust.md

2.4 KiB
Raw Permalink Blame History

ପଂଗୁପାଳ, ପଂଗୁପାଳମାନ

ତଥ୍ୟ:

“ପଂଗୁପାଳ” ଶବ୍ଦ ଏକ ବଡ଼ ଝିନ୍ତିକା କୁ ଦର୍ଶାଏ ଅଟେ ଯାହା କେତେକ ସମୟରେ ଅନ୍ୟ ଝିନ୍ତିକା ସହିତ ଉଡ଼େ ଏହା ଏକ ନାଶକରି କିଟ ଯାହା ସମସ୍ତ ତୃଣ ଖାଇଯାଏ I

  • ପଂଗୁପାଳ ଓ ଅନ୍ୟ ଝିନ୍ତିକା ବଡ଼, ସିଧା ପର ସହ ଓ ପଛ ପାଦ ଲମ୍ବା ଯାହା ସେହି ସମସ୍ତଙ୍କୁ ଲମ୍ବା ଦୁରକୁ ଦେଇନ୍ ବାକୁ ସାହାଯ୍ୟ କରେ I
  • ପୁରାତନ ନିୟମରେ,ପଂଗୁପାଳ ପଲ ଅତି ଧ୍ୱଂଶ ର ସାଙ୍କେତିକ ରୂପରେ ଏକ ଚିହ୍ନ କିଅବା ଛବି କୁ ଦର୍ଶାଏ ଯେପରି କି ଇସ୍ରାଏଲ ର ଅନାଜ୍ଞାକାରିତା ହେତୁ ଯାହା ହେଲା I
  • ପରମେଶ୍ୱର ପଂଗୁ ପାଳ କୁ ମିସରର ଦଶଟି ମହାମାରୀରେ ଏକ କରି ପଠାଇଲେ I
  • ନୂତନ ନୀୟମ କୁହେ ପଂଗୁ ପାଳ ଯୋହନ ବାପ୍ତିଜକ ନିମନ୍ତେ ଯେତେବେଳେ ସେ ଜନ୍ଗଲରେଥିଲେ ମୁଖ୍ୟ ଖାଦ୍ୟଥିଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବନ୍ଦିତ୍ୱ, ମିସର, ଇସ୍ରାଏଲ, ଯୋହନ (ବାପ୍ତିଜକ), ମହାମାରୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H697, H1357, H1462, H1501, H2284, H3218, H5556, H6767, G200