or_tw/bible/other/fellowshipoffering.md

2.5 KiB
Raw Permalink Blame History

ମଙ୍ଗଳIର୍ଥକ ବଳିଦାନ, ମଙ୍ଗଳIର୍ଥକ ବଳିଦାନମାନ

ତଥ୍ୟ:

ପୁରାତନ ନିୟମରେ, “ମଙ୍ଗଳIର୍ଥକ ବଳିଦାନ” ଏକ ଏମିତି ବଳିଦାନ ଯାହା ଅଲଗା କାରଣ ନିମନ୍ତେ ଉତ୍ସର୍ଗ କରାଯାଉଥିଲା, ଯେମିତି କି ପରମେଶ୍ୱରଙ୍କୁ ଧନ୍ୟବାଦ କିଅବା ପ୍ରତିଜ୍ଞା ପୁରା କରିବା I

  • ଏହି ନୈବେଦ୍ୟରେ ନର କିଅବା ନାରୀ ପଶୁ ମଧ୍ୟରୁ ବଳିଦାନ ର ଆବଶ୍ୟକ ହେଉଥିଲା I

ଏହା ହୋମବଳି ରୁ ଅଲଗା ଯାହା ପାଇଁ ନର ପଶୁ ର ଆବଶ୍ୟକ ଅଟେ I

  • ପରମେଶ୍ୱର ଙ୍କୁ ନୈବେଦ୍ୟ ଉତ୍ସର୍ଗ କଲା ପରେ, ଯେଉଁ ବ୍ୟକ୍ତି ମଙ୍ଗଳIର୍ଥକ ବଳିଦାନ ନେଇ କି ଆସି ଥାଏ, ମାଂସ କୁ ଯାଜକ ଓ ଅନ୍ୟ ଇସ୍ରାଏଲ ଲୋକଙ୍କ ସହିତ ଭାଗ ବାଣ୍ଟ କରନ୍ତି I
  • ଏହି ନୈବେଦ୍ୟ ସହିତ ଏକ ଭୋଜ ସଂଯୁକ୍ତ ହୋଇ ଥାଏ ଯାହା ସହିତ ଖମିର ଶୂନ୍ୟ ରୋତୀ ଶାମିଲ ଅଟେ I
  • କେତେକ ସମୟରେ ଏହାକୁ “ଶାନ୍ତି ନୈବେଦ୍ୟ “କୁହାଯାଏ I

(ଆହୁରି ଦେଖନ୍ତୁ: ହୋମବଳି, ପୂର୍ଣ୍ଣ ହେବା, ଭକ୍ଷ ନୈବେଦ୍ୟ, ଦୋଷବଳି, ଶାନ୍ତି ନୈବେଦ୍ୟ, ଯାଜକ, ବଳିଦାନ, ଖମିର ଶୂନ୍ୟ ରୋଟି, ଶପଥ)

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H8002