or_tw/bible/other/burntoffering.md

2.0 KiB
Raw Permalink Blame History

ଦାହ୍ୟ ଯୁକ୍ତ ବଳି, ଅଗ୍ନି ଦ୍ୱରା ବଳି

ସଂଜ୍ଞା:

"ଦାହ୍ୟ ଯୁକ୍ତ ବଳି" ହେଉଛି ଏକ ବଳି ଯାହାକି ଗୋଟିଏ ବେଦି ଉପରେ ନିଆଁ ଲଗାଯାଇ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା ׀ ଏହା ଲୋକମାନଙ୍କ ପାପ ରୁ ପ୍ରାୟଶ୍ଚିତ ଉଦ୍ଦ୍ୟେଶରେ ଅର୍ପଣ କରାଯାଉଥିଲା ׀ ଏହାକୁ "ଅଗ୍ନି ଦ୍ୱାରା ଅର୍ପଣ" ବୋଲି କୁହାଯାଉଥିଲା ׀

  • ଏହି ବଳି ନିମନ୍ତେ ବ୍ୟବହୃତ ହେଉଥିବା ପଶୁଗୁଡ଼ିକ ହେଉଛି ମେଣ୍ଢା କିମ୍ୱା ଛେଳି କିନ୍ତୁ ବଳଦ ଏବଂ ପକ୍ଷୀମାନେ ମଧ୍ୟ ବ୍ୟବହୃତ ହେଉଥିଲା ׀
  • ଚର୍ମ ବ୍ୟତୀତ ପଶୁର ସବୁ ଅଂଶକୁ ଏହି ଉତ୍ସର୍ଗ ସମୟରେ ଦଗ୍ଧ କରାଯାଉଥିଲା ׀

ଚର୍ମକୁ ଯାଜକଙ୍କୁ ଦିଆଯାଉଥିଲା ׀

  • ପରମେଶ୍ୱର ଯୀହୁଦୀମାନଙ୍କୁ ଦିନକୁ ଦୁଇ ଥର ଦାହ୍ୟ ବଳି ଅର୍ପଣ କରିବା ନିମନ୍ତେ ଆଦେଶ ଦେଇଥିଲେ ׀

(ଦେଖନ୍ତୁ: ବେଦୀ, ପ୍ରାୟଶ୍ଚିତ, ବଳଦ, ଯାଜକ, ବଳି)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H801, H5930, H7133, H8548, G3646