or_tw/bible/other/grainoffering.md

1.9 KiB
Raw Permalink Blame History

ଭକ୍ଷ ନୈବେଦ୍ୟ, ବହୁଳ ଭକ୍ଷ ନୈବେଦ୍ୟ

ସଂଜ୍ଞା:

ଏକ ଭକ୍ଷ ନୈବେଦ୍ୟ ଅଟା କିଅବା ବାଜରା ର ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ ଅନେକ ସମୟରେ ହୋମ ନୈବେଦ୍ୟ ପରେ I

  • ଯେଉଁ ଶସ୍ୟ ଭକ୍ଷ ନୈବେଦ୍ୟ ନିମନ୍ତେ ଉତ୍ସର୍ଗ କରାଯାଏ ତାହାକୁ ଭଲରେ ଚୁନା କରାଯାଏ I

ଅନେକ ସମୟରେ ଏହାକୁ ଉତ୍ସର୍ଗ କରିବା ପୂର୍ବେ ରନ୍ଧାଯାଏ କିନ୍ତୁ ଅନ୍ୟ ସମୟରେ ବିନା ରାନ୍ଧି ଉତ୍ସର୍ଗ କରାଯାଏ I

  • ଲବଣ ଓ ତୈଳ ଅଟାରେ ମିଶ୍ରଣ କରାଯାଏ କିନ୍ତୁ କୌଣସି ଖମିର କିଅବା ମଧୁ ନିମନ୍ତେ ଅନୁମତି ନାହିଁ I
  • ଭକ୍ଷ ନୈବେଦ୍ୟ ର ଗୋଟିଏ ଭାଗ ଅଗ୍ନିରେ ଦଗ୍ଧ କରାଯାଏ ଓ ଏକ ଭାଗ ଯାଜକଙ୍କ ଦ୍ୱାରା ଖିଆଯାଏ I

(ଆହୁରି ଦେଖନ୍ତୁ: ହୋମ ନୈବେଦ୍ୟ, ଦୋଷ ନୈବେଦ୍ୟ, ବଳି, ପାପବଳି ନୈବେଦ୍ୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4503, H8641