or_tw/bible/other/sinoffering.md

2.5 KiB
Raw Permalink Blame History

ପାପାର୍ଥକ ବଳି, ପାପାର୍ଥକ ବଳି ଗୁଡିକ

ସଂଜ୍ଞା:

ଇସ୍ରାଏଲର ସନ୍ତାନ ଗଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦେଉଥିବା ବଳି ଗୁଡିକ ମଧ୍ୟରୁ “ପାପାର୍ଥକ ବଳି “ଅନ୍ୟତମ

  • ଏହି ବଳି ଆବଶ୍ୟକ କରେ ଗୋଟିଏ ବଳଦ, ଏହାର ରକ୍ତ ଓ ଚର୍ୱୀ କୁ ନିଆଁରେ ବେଦୀ ଉପରେ ଭସ୍ମ କରାଯାଉଥିଲା ଓ ପ୍ରାଣୀ ଶରୀର ର ବଳକା ଅଂଶ ଇସ୍ରାଏଲ ସନ୍ତାନ ଗଣ ତମ୍ୱୁର ବାହାରେ ଭୂମି ଉପରେ ନିଆଁରେ ପୋଡୁଥିଲେ
  • ପ୍ରାଣୀ ବଳିଦାନ ହେଉଥିବା ସମ୍ପୂର୍ଣ୍ଣ୍ଣ ଧ୍ୱଂସ ପ୍ରକାଶ କରେ ଯେ ପରମେଶ୍ୱର କେତେ ପବିତ୍ର ଏବଂ ପାପ କେତେ ଗଭୀର ଅଟେ
  • ବାଇବଲ ଶିକ୍ଷା ଦିଏ ଯେ ସେଠାରେ ପାପରୁ ଶୁଚୀ ହେବା ନିମନ୍ତେ, ରକ୍ତ ପାତ ହେବା ନିତାନ୍ତ ଜରୁରୀ କାରଣ ଯେଉଁ ପାପ କରାଯାଇଛି ତାହାର ମୂଲ୍ୟ ଦେବାକୁ ହେବ
  • ପ୍ରାଣୀମାନଙ୍କର ବଳିଦାନ ସଦା ସର୍ୱଦା ପାପରୁ ସ୍ଥାୟୀ ଭାବେ କ୍ଷମା ଦେଇପାରିବ ନାହିଁ
  • ଯୀଶୁଙ୍କର କ୍ରୁଶରେ ମୃତ୍ୟୁ ପାପର ସମସ୍ତ ପାଉଣ ସବୁ ସମୟ ପାଇଁ ପରିଶୋଧ କଲେ

ସେ ହେଉଛନ୍ତି ଉପଯୁକ୍ତ ପାପର ବଳିଦାନ

(ଦେଖ: ଯଜ୍ଞ ବେଦୀ, ବଳଦ, କ୍ଷମା, ବଳିଦାନ, ପାପ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2401, H2402, H2398, H2403