28 lines
2.5 KiB
Markdown
28 lines
2.5 KiB
Markdown
# ପାପାର୍ଥକ ବଳି, ପାପାର୍ଥକ ବଳି ଗୁଡିକ
|
||
|
||
## ସଂଜ୍ଞା:
|
||
|
||
ଇସ୍ରାଏଲର ସନ୍ତାନ ଗଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦେଉଥିବା ବଳି ଗୁଡିକ ମଧ୍ୟରୁ “ପାପାର୍ଥକ ବଳି “ଅନ୍ୟତମ
|
||
|
||
* ଏହି ବଳି ଆବଶ୍ୟକ କରେ ଗୋଟିଏ ବଳଦ, ଏହାର ରକ୍ତ ଓ ଚର୍ୱୀ କୁ ନିଆଁରେ ବେଦୀ ଉପରେ ଭସ୍ମ କରାଯାଉଥିଲା ଓ ପ୍ରାଣୀ ଶରୀର ର ବଳକା ଅଂଶ ଇସ୍ରାଏଲ ସନ୍ତାନ ଗଣ ତମ୍ୱୁର ବାହାରେ ଭୂମି ଉପରେ ନିଆଁରେ ପୋଡୁଥିଲେ
|
||
* ପ୍ରାଣୀ ବଳିଦାନ ହେଉଥିବା ସମ୍ପୂର୍ଣ୍ଣ୍ଣ ଧ୍ୱଂସ ପ୍ରକାଶ କରେ ଯେ ପରମେଶ୍ୱର କେତେ ପବିତ୍ର ଏବଂ ପାପ କେତେ ଗଭୀର ଅଟେ
|
||
* ବାଇବଲ ଶିକ୍ଷା ଦିଏ ଯେ ସେଠାରେ ପାପରୁ ଶୁଚୀ ହେବା ନିମନ୍ତେ, ରକ୍ତ ପାତ ହେବା ନିତାନ୍ତ ଜରୁରୀ କାରଣ ଯେଉଁ ପାପ କରାଯାଇଛି ତାହାର ମୂଲ୍ୟ ଦେବାକୁ ହେବ
|
||
* ପ୍ରାଣୀମାନଙ୍କର ବଳିଦାନ ସଦା ସର୍ୱଦା ପାପରୁ ସ୍ଥାୟୀ ଭାବେ କ୍ଷମା ଦେଇପାରିବ ନାହିଁ
|
||
* ଯୀଶୁଙ୍କର କ୍ରୁଶରେ ମୃତ୍ୟୁ ପାପର ସମସ୍ତ ପାଉଣ ସବୁ ସମୟ ପାଇଁ ପରିଶୋଧ କଲେ
|
||
|
||
ସେ ହେଉଛନ୍ତି ଉପଯୁକ୍ତ ପାପର ବଳିଦାନ
|
||
|
||
(ଦେଖ: [ଯଜ୍ଞ ବେଦୀ](../kt/altar.md), [ବଳଦ](../other/cow.md), [କ୍ଷମା](../kt/forgive.md), [ବଳିଦାନ](../other/sacrifice.md), [ପାପ](../kt/sin.md))
|
||
|
||
## ବାଇବଲ ସନ୍ଦର୍ୱ:
|
||
|
||
* [୨ ବଂଶାବଳି ୨୯:୨୦-୨୧](rc://*/tn/help/2ch/29/20)
|
||
* [ଯାତ୍ରା ୨୯:୩୫-୩୭](rc://*/tn/help/exo/29/35)
|
||
* [ଯିହିଜିକଲ ୪୪:୨୫-୨୭](rc://*/tn/help/ezk/44/25)
|
||
* [ଲେବୀୟ ୦୫:୧୧](rc://*/tn/help/lev/05/11)
|
||
* [ଗଣନା ୦୭:୧୫-୧୭](rc://*/tn/help/num/07/15)
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: H2401, H2402, H2398, H2403
|