or_tw/bible/names/zoar.md

1.7 KiB
Raw Permalink Blame History

ଜ଼ୋଆର

ତଥ୍ୟ:

ଜ଼ୋଆର ଏକ ଛୋଟ ସହରଥିଲା ଯେଉଁଠାକୁ ଲୋଟ ପଳାୟନ କରିଥିଲେ ଯେତେବେଳେ ପରମେଶ୍ୱର ସଦୋମ ଓ ହମାରା କୁ ବିନାଶ କରିଥିଲେ I

  • ପ୍ରଥମରେ ଏହା “ବେଲା “ରୂପରେ ଜଣାଥିଲା କିନ୍ତୁ ଲୋଟ ଯେତେବେଳେ ପରମେଶବରକୁ ଏହି “ଛୋଟ” ସହରକୁ ଛାଡ଼ି ଦେବାକୁ କହିଲେ ତେବେ ଏହାର ନାମ “ଜ଼ୋଆର” ରଖା ଗଲା I
  • ଲୋକମାନେ ଭାବନ୍ତି କି ଜ଼ୋଆର ସହର ଯର୍ଦନ ନଦୀର ସମତଳରେ ଅବସ୍ଥିତଥିଲା ଓ ମୃତ ସାଗରର ଦକ୍ଷିଣ ଦିଗରେ ଅବସ୍ଥିତଥିଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଏଖାନ୍ତୁ: ଲୋଟ, ସଦୋମ, ହମାରା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6820