or_tw/bible/names/zoar.md

25 lines
1.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଜ଼ୋଆର
## ତଥ୍ୟ:
ଜ଼ୋଆର ଏକ ଛୋଟ ସହରଥିଲା ଯେଉଁଠାକୁ ଲୋଟ ପଳାୟନ କରିଥିଲେ ଯେତେବେଳେ ପରମେଶ୍ୱର ସଦୋମ ଓ ହମାରା କୁ ବିନାଶ କରିଥିଲେ I
* ପ୍ରଥମରେ ଏହା “ବେଲା “ରୂପରେ ଜଣାଥିଲା କିନ୍ତୁ ଲୋଟ ଯେତେବେଳେ ପରମେଶବରକୁ ଏହି “ଛୋଟ” ସହରକୁ ଛାଡ଼ି ଦେବାକୁ କହିଲେ ତେବେ ଏହାର ନାମ “ଜ଼ୋଆର” ରଖା ଗଲା I
* ଲୋକମାନେ ଭାବନ୍ତି କି ଜ଼ୋଆର ସହର ଯର୍ଦନ ନଦୀର ସମତଳରେ ଅବସ୍ଥିତଥିଲା ଓ ମୃତ ସାଗରର ଦକ୍ଷିଣ ଦିଗରେ ଅବସ୍ଥିତଥିଲା I
(ଅନୁବାଦ ପ୍ରସ୍ତାବ: [ନାମ କିପରି ଅନୁବାଦ କରାଯାଏ](rc://*/ta/man/translate/translate-names))
(ଆହୁରି ଏଖାନ୍ତୁ: [ଲୋଟ](../names/lot.md), [ସଦୋମ](../names/sodom.md), [ହମାରା](../names/gomorrah.md))
## ବାଇବଲ ପଦପର୍ବ:
* [ବ୍ୟବସ୍ଥାବିବରଣ ୩୪:୧-୩](rc://*/tn/help/deu/34/01)
* [ଆଦିପୁସ୍ତକ ୧୩:୧୦-୧୧](rc://*/tn/help/gen/13/10)
* [ଆଦିପୁସ୍ତକ ୧୪:୧-](rc://*/tn/help/gen/14/01)
* [ଆଦିପୁସ୍ତକ ୧୯:୨୧-](rc://*/tn/help/gen/19/21)
* [ଆଦିପୁସ୍ତକ ୧୯:୨୩-୨୫](rc://*/tn/help/gen/19/23)
## ବୋର୍ଡ ଡାଟା :
* Strong's: H6820