or_tw/bible/names/tychicus.md

1.6 KiB

ତୁଖିକ

ତଥ୍ୟଗୁଡିକ:

ତୁଖିକ ସୁସମାଚାର ସେବାରେ ପାଉଲଙ୍କର ଜଣେ ସହକର୍ମୀ ସେବକ ଥିଲେ।

  • ତୁଖିକ ପାଉଲଙ୍କ ସହିତ ଏସିଆକୁ ତାହାଙ୍କର ଅନ୍ତତଃ ଗୋଟିଏ ମିଶନେରୀ/ଆଦର୍ଶ ପ୍ରଚାରକ ବା ଆଦର୍ଶ ପ୍ରଚାର ଯାତ୍ରାରେ ଯୋଗ ଦେଇଥିଲେ।
  • ପାଉଲ ତାହାଙ୍କୁ ଏକ “ପ୍ରିୟ” ଏବଂ ବିଶ୍ୱସ୍ତ” ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି।
  • ତୁଖିକ ପାଉଲଙ୍କର ପତ୍ରଗୁଡିକ ଧରି ଏଫୀସ ଏବଂ କଲସୀକୁ ଯାଇଥିଲେ।

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଏସିଆ, ବନ୍ଧୁଗଣ, କଲସୀ, ଏଫିସ, ବିଶ୍ୱସ୍ତ, ସୁସମାଚାର, ସେବକ)

ବାଇବଲ ପଦଗୁଡିକ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G5190