or_tw/bible/names/tarshish.md

2.5 KiB

ତର୍ଶୀଶ୍

ସତ୍ୟ ଘଟଣାବଳିଗୁଡ଼ିକ:

ବାଇବଲ ସମୟରେ, ତର୍ଶୀଶ୍ ଭୂମଧ୍ୟସାଗରରେ ଅବସ୍ଥିତ ଏକ ବନ୍ଦର ସହର ଥିଲା I ଏହି ସହରର ନିର୍ଦ୍ଦିଷ୍ଟ ସ୍ଥାନ ଜଣା ପଡିନାହିଁ I ଆହୁରି ମଧ୍ୟ, ପୁରାତନ ନିୟମରେ ତର୍ଶୀଶ ନାମକ ଦୁଇଜଣ ଭିନ୍ନ ବ୍ୟକ୍ତି ପାଇଁ ଉଲ୍ଲେଖ କରାଯାଇଅଛି I

  • ତର୍ଶୀଶ୍ ସହର ଜାହାଜ ସହିତ ଏକ ସମୃଦ୍ଧ ବନ୍ଦର ସହର ଥିଲା ଯାହା କି କିଣିବା, ବିକ୍ରୟ କିମ୍ବା ବାଣିଜ୍ୟ ପାଇଁ ଉତ୍ପାଦ ପରିବହନ କରୁଥିଲା । ବାଇବେଲ ଉଲ୍ଲେଖ କରେ ଯେ ରାଜା ଶଲୋମନ ତର୍ଶୀଶରେ ଜାହାଜଗୁଡ଼ିକ ରଖିଥିଲେ I
  • ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତା ଯୂନସ ଈଶ୍ଵରଙ୍କ ଆଦେଶ ପାଳନ କରି ନୀନିବୀକୁ ପ୍ରଚାର କରିବାକୁ ଯିବା ପରିବର୍ତ୍ତେ ତର୍ଶୀଶ୍ ସହର ଅଭିମୁଖେ ଏକ ଜାହାଜରେ ଯାତ୍ରାକଲେ।
  • ଯେଫତ୍‍ର ଜଣେ ନାତିଙ୍କ ନାମ ତର୍ଶୀଶ୍ ଥିଲାI
  • ତର୍ଶୀଶ୍ ମଧ୍ୟ ରାଜା ଅକ୍ଷଶ୍ୱେରଶର ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ନାମ ଥିଲା।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରାଯିବ )

( ଏଷ୍ଟର, ଯେଫତ୍‍, ଯୂନସ, ନୀନିବୀ, ଫୈନୀକିଆ, ପଣ୍ଡିତମାନେ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H8659