or_tw/bible/names/sheba.md

2.1 KiB
Raw Permalink Blame History

ଶିବା

ଘଟଣାବଳି:

ପ୍ରାଚୀନ ଯୁଗରେ, ଶିବା ଗୋଟିଏ ପୁରାତନ ସଭ୍ୟତା କିମ୍ୱା ଭୂମି ଅଞ୍ଚଳ ଯାହାର ଅବସ୍ଥିତ ଦକ୍ଷିଣ ଆରବର କୌଣସି ଏକ ସ୍ଥାନ

  • ପ୍ରଦେଶ କିମ୍ୱା ଶିବା ଦେଶ ବର୍ତ୍ତମାନ ଯାହାକୁ ୟେମେନ ଏବଂ ଇଥୋପିଆ କହୁଅଛୁ
  • ଏହାର ଦେଶବାସୀମାନେ ସମ୍ଭବତଃ ହାମଙ୍କର ସନ୍ତାନ
  • ଶିବା ରାଣୀ ରାଜା ସଲୋମୋନ ଙ୍କୁ ଦେଖିବାକୁ ଆସିଲେ ଯେଉଁ ସମୟରେ ସେ ତାଙ୍କର ଜ୍ଞାନ ଓ ସମ୍ଭ୍ରାନ୍ତ ଶୁଣିଲେ
  • ସେହି ସ୍ଥାନରେ ଆଉ କେତେକ ଲୋକଥିଲେ ଯାହାଙ୍କର ନାମ “ଶିବା”ଥିଲା ବୋଲି ପୁରାତନ ନିୟମରେ ଜନଗଣନା ତାଲିକାରେ ଲିଖିତ ଅଛି

ଏହା ସମ୍ଭବ ହୋଇପାରେ ଯେ ସେହି ଲୋକମାନଙ୍କ ମଧ୍ୟରୁ ଶିବା ପ୍ରଦେଶରୁ ଆସିଥିବେ

  • ଥରେ ପୁରାତନ ନିୟମରେ ଶିବା ଦେଶର ଅଳ୍ପ ଅଂଶ ବେରସବା ସହରଥିଲା

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଅନୁବାଦ)

(ଦେଖ: ଆରବ, ବେରସବା, ୟିଥୋପିଆ, ଶଲୋମୋନ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H5434, H7614