or_tw/bible/names/sharon.md

1.7 KiB

ଶାରୋଣ, ଶାରୋଣ ମାଳ ଭୂମି

ଘଟଣାବଳି:

ଶାରୋଣ ଚେପଟା ନାମଥିଲା, ଜମିର ଉର୍ବର ଅଞ୍ଚଳ ସହିତ ଭୁମଧ୍ୟ ସାଗର ଉପକୁଳବର୍ତ୍ତୀ ଓ ଦକ୍ଷିଣ କର୍ମିଲ ପର୍ବତ ଅବସ୍ଥିତ ଏହା “ଶରୋଣ ମାଳ ଭୂମି” ନାମରେ ଜଣାଶୁଣା

  • ବାଇବଲ ଅନେକ ସହର ଗୁଡିକର ନାମ ଯାହା ଶାରୋଣ ମାଳ ଭୂମି ଯଥା ଯୋପା, ଲୁଦିୟା ଏବଂ କାଇସର ଉଲ୍ଲେଖ ଅଛି
  • “ମାଳ ଭୂମି ଶରୋଣ କୁହାଯାଏ” କିମ୍ୱା “ଶାରୋଣ ମାଳଭୁମୀ” ମଧ୍ୟ ଅନୁବାଦ କରାଯାଇ ପାରିବ
  • ସେହି ଅଞ୍ଚଳରେ ଯେଉଁ ଲୋକମାନେ ବାସ କରନ୍ତି ସେମାନଙ୍କୁ ଶାରୋଣ ନିବାସୀ କହନ୍ତି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ ଅନୁବାଦ କରିବେ କିପରି)

(ଦେଖ: କାଇସର, କର୍ମିଲ, ଯୋପ, ସମୁଦ୍ର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H8289, H8290