or_tw/bible/names/samuel.md

2.7 KiB
Raw Permalink Blame History

ଶାମୁୟେଲ

ଘଟଣାବଳି:

ଶାମୁୟେଲ ଜଣେ ଭାବବାଦୀ ଓ ଇସ୍ରାଏଲର ଶେଷ ବିଚାରକର୍ତ୍ତା ଅଟନ୍ତି ସେ ଶାଉଲ ଓ ଦାଉଦ ଙ୍କୁ ଇସ୍ରାଏଲ ର ରାଜା ହେବା ନିମନ୍ତେ ଅଭିଷେକ କରିଥିଲେ

  • ରାମା ସହରରେ ବସବାସ କରୁଥିବା ଇଲକାନା ଓ ହାନ୍ନାଙ୍କଠାରୁ ଶାମୁୟେଲ ଜନ୍ମ ଗ୍ରହଣ କରିଥିଲେ
  • ହାନ୍ନାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, ଏଣୁ ସେ ପରମେଶ୍ୱରଙ୍କ ନିକଟରେ ଗୋଟିଏ ପୁରୁଷ ସନ୍ତାନ ନିମନ୍ତେ ପ୍ରାର୍ଥନା କଲେ

ଶାମୁୟେଲ ହେଉଛନ୍ତି ସେହି ପ୍ରାର୍ଥନାର ଉତ୍ତର ସ୍ୱରୂପେ

  • ହାନ୍ନାମାନତ ମନଶିଃ କହିଲା, ଯଦି ଆପଣା ଦାସୀ କୁ ପୁରୁଷ ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁ ଙ୍କ ଉଦ୍ଦେଶ୍ୟରେ ଦାନ କରିବି
  • ପରମେଶ୍ୱରଙ୍କୁ କରିଥିବାମାନତ ସଫଳିକରଣ ପାଇଁ, ଯେତେବେଳେ ଶାମୁୟେଲ ତରୁଣ ବୟସ୍କ ହେଲେ, ହାନ୍ନା ଏଲି ଯାଜକଙ୍କ ସହିତ ମନ୍ଦିରରେ ଜୀବନଯାପନ କରିବା ପାଇଁ ପଠାଇଦେଲେ
  • ସଦାପ୍ରଭୁ ଶାମୁୟେଲଙ୍କୁ ମହାନ ଭାବବାଦୀ ରୂପରେ ତିଆରି କଲେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ କିପରି କରିବେ)

(ଦେଖ: ହାନ୍ନା, ବିଚାରକର୍ତ୍ତା, ଭାବବାଦୀ, ସଦାପ୍ରଭୁ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H8050, G4545