or_tw/bible/names/hannah.md

1.6 KiB
Raw Permalink Blame History

ହାନା

ତଥ୍ୟ:

ହାନା ଭବିଷ୍ୟବକ୍ତା ଶାମୁଏଲ ର ମାଥିଲେ I ସେ ଏଲକାନା ର ଦୁଇ ପତ୍ନୀ ମଧ୍ୟରୁ ଗୋଟିଏଥିଲେ I

  • ହାନା ଗର୍ଭବତୀ ହୋଇ ପାରୁ ନଥିଲେ, ଯାହା ତା ନିମନ୍ତେ ଏକ ଶୋକଥିଲା I
  • ମନ୍ଦିରରେ, ନିଷ୍ଟତା ରୂପରେ ଏହି ପ୍ରାର୍ଥନା କଲ କି ପ୍ରଭୁ ତାହାକୁ ଏକ ପୁତ୍ର ସନ୍ତାନ ଦିଅନ୍ତୁ, ଏହା ପ୍ରତିଜ୍ଞା କଲା କି ତାହାକୁ ପ୍ରଭୁର ସେବାରେ ସମର୍ପିତ କରିଦେବ I
  • ପ୍ରଭୁ ତାହାର ଅନୁରୋଧ ଶୁଣିଲେ ଓ ଯେତେବେଳେ ଶୌଏଲ ବାଳକ ଦୁଗ୍ଧ ଛାଡିଲା, ସେ ତାହାକୁ ମନ୍ଦିରରେ ସେବା ନିମନ୍ତେ ଆଣିଲା I
  • ପ୍ରଭୁ ହାନା କୁ ଆହୁରି ଅନେକ ସନ୍ତାନ ଦେଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଗର୍ଭବତୀ, ଶାମୁଏଲ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2584