or_tw/bible/names/rimmon.md

2.5 KiB

ରିମ୍ମୋଣ

ତଥ୍ୟଗୁଡିକ

ରିମ୍ମୋଣ ଜଣେ ବ୍ୟକ୍ତିଙ୍କ ନାମ ଏବଂ ଅନେକ ସ୍ଥାନଗୁଡିକର ନାମଥିଲା, ଯାହା ବାଇବଲରେ ଉଲ୍ଲେଖ କରାଯାଇଛି I ଏହା ମଧ୍ୟ ଏକ ମିଥ୍ୟା ଦେବତାର ନାମଥିଲା I

  • ବିନ୍ୟାମୀନ ଗୋଷ୍ଠୀର ଜଣେ ଲୋକର ନାମ ରିମ୍ମୋଣଥିଲା ଏବଂ ସେ ସବୂଲୂନର ବେରୋତ୍ ନଗର ନିବାସୀଥିଲେ I

ଏହି ବ୍ୟକ୍ତିଙ୍କ ପୁତ୍ରମାନେ ଯୋନାଥନଙ୍କର ଖଞ୍ଜ ପୁତ୍ର ଇଶବୋଷେଥକୁ ବଧ କଲେ I

  • ରିମ୍ମୋଣ ଯିହୁଦାର ଦକ୍ଷିଣ ଭାଗରେ ଥିବା ଏକ ସହରଥିଲା I ସେହି ଅଞ୍ଚଳ ବିନ୍ୟାମୀନ ଗୋଷ୍ଠୀର ଲୋକମାନଙ୍କ ଅଧିକାରରେଥିଲା I
  • “ରିମ୍ମୋଣ-ଶୈଳ” ଗୋଟିଏ ନିରାପଦ ସ୍ଥାନଥିଲା ଏବଂ ବିନ୍ୟାମୀନୀୟ ଲୋକମାନେ ସେଠାକୁ ଗୋଟିଏ ଯୁଦ୍ଧରେ ବଧ ହେବାଠାରୁ ରକ୍ଷା ପାଇବା ନିମନ୍ତେ ପଳାୟନ କଲେ I
  • ରିମ୍ମୋଣ-ପେରେସ ଯିହୁଦାର ପ୍ରନତରରେ ଏକ ଅଜଣା ସ୍ଥାନଥିଲା I
  • ସୁରିଆର ସେନାପତି ନାମାନ୍ ରିମ୍ମୋଣ-ମିଥ୍ୟା ଦେବତା ସମ୍ପର୍କରେ କହିଲା, ଯେଉଁଠାରେ ସୁରିଆର ରାଜା ପ୍ରଣାମ କରୁଥିଲା I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ ଅନୁବାଦ କର)

(ଆହୁରି ମଧ୍ୟ ଦେଖ:ବିନ୍ୟାମୀନ, ଯିହୁଦା, ନାମାନ୍, ସୁରିଆ, ସବୂଲୂନ୍)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7417